Quoteପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ତାମିଲନାଡୁର ଟୁଥୁକୁଡିଠାରେ ୧୭,୩୦୦ କୋଟି ଟଙ୍କାରୁ ଅଧିକ ଏକାଧିକ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ
Quoteଭି.ଓ ଚିଦାମ୍ବରନାର ବନ୍ଦର ବାହ୍ୟ ପୋତାଶ୍ରୟ କଣ୍ଟେନର ରହଣୀସ୍ଥଳର ଶିଳାନ୍ୟାସ
Quote୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୫ଟି ବତୀଘରର ପର୍ଯ୍ୟଟନ ସୁବିଧା ସୁଯୋଗର ଉଦ୍‌ଘାଟନ
Quoteଭାରତର ପ୍ରଥମ ସ୍ବଦେଶୀ ସବୁଜ ଉଦ୍‌ଯାନ ଇନ୍ଧନ ସେଲ ଇନଲ୍ୟାଣ୍ଡ ଜଳପଥ ପୋତର ଶୁଭାରମ୍ଭ
Quoteବିଭିନ୍ନ ରେଳ ଓ ସଡକ ପ୍ରକଳ୍ପ ଲୋକାର୍ପଣ
Quoteଆଜି ଦେଶ ପୂର୍ଣ ସରକାର ପ୍ରକଳ୍ପ ଦୃଷ୍ଟିକୋଣରେ କାମ କରୁଛି
Quote"ମାରିଟାଇନ୍ ସେକ୍ଟରର ବିକାଶ ମତେ ତାମିଲନାଡୁ ଏହି ପ୍ରଦେଶର ବିକାଶ"
Quote"ଏକ ସମୟରେ 75 ପ୍ରଦେଶରେ ବିକାଶ, ଏହା ନୂଆ ଭାରତ"

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୮.୦୨.୨୦୨୪) ତାମିଲନାଡୁର ଟୁଥୁକୁଡିଠାରେ ୧୭, ୩୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଭି.ଓ ଚିଦାମ୍ବରନାର ବନ୍ଦର ବାହ୍ୟ ପୋତାଶ୍ରୟ କଂଟେନର ରହଣୀସ୍ଥଳର ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଭାରତର ପ୍ରଥମ ସ୍ବଦେଶୀ ସବୁଜ ଉଦ୍‌ଯାନ ଇନ୍ଧନସେଲ ଇନ୍‌ଲ୍ୟାଣ୍ଡ ଜଳପଥ ପୋତ ଚାଳନାର ଶୁଭାରମ୍ଭ ହରିତ ନୌକା ପଦକ୍ଷେପ ଯୋଜନା ଅଧୀନରେ କରିଛନ୍ତି । ସେ ମଧ୍ୟ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୫ଟି ବତୀଘର ପର୍ଯ୍ୟଟକ ସୁବିଧା ସୁଯୋଗ ସ୍ଥଳୀର ଉଦ୍‌ଘାଟନ କରିଛନ୍ତି । ସେ ମଧ୍ୟ ଭାଞ୍ଚି ମାନୀୟାଛି-ନାଗର କୋଏଲ, ରେଳପଥର ଦୋହରୀକରଣ ଉଦ୍‌ଘାଟନ କରିଛନ୍ତି । ଏଥିରେ ଭାଞ୍ଚି -ମାନିୟାଛି-ତିରୁନେଲଭାଲୀ ସେକ୍ସନ ଓ ମାଲାପାଲାୟମ-ଆରାଲଭୟାମୋଳି ସେକ୍ସନ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ୪୫୮୬ କୋଟି ଟଙ୍କାରେ ନିର୍ମିତ ତାମିଲନାଡୁର ଚାରିଟି ସଡକ ପ୍ରକଳ୍ପକୁ ମଧ୍ୟ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । 

 

|

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଟୁଥୁକୁଡିଠାରେ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ସହ ତାମିଲନାଡୁ ପ୍ରଗତିର ଏକ ନୂତନ ଅଧ୍ୟାୟ ଲିପିବଦ୍ଧ କରିଛି । ଏହିପରି ଅନେକ ବିକାଶମୂଳକ ପ୍ରକଳ୍ପ ବିକଶିତ ଭାରତର ରୋଡ ମ୍ୟାପ ଭାବରେ ବିବେଚିତ । ଯେକୌଣସି ବ୍ୟକ୍ତି ଆଜିର ବିକାଶମୂଳକ ପ୍ରକଳ୍ପଗୁଡିକରେ ଏକ ଭାରତ ଶ୍ରେଷ୍ଠ ଭାରତର ଉତ୍ସାହ ଲକ୍ଷ୍ୟ କରିପାରିବେ । ଏହି ପ୍ରକଳ୍ପଗୁଡିକ ଟୁଥୁକୁଡିଠାରେ ଥିଲେ ମଧ୍ୟ ଏହା ଦେଶର ଅନେକ ସ୍ଥାନରେ ବିକାଶକୁ ଗତି ଦେଇପାରିବ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ।

ପ୍ରଧାନମନ୍ତ୍ରୀ ବିକଶିତ ଭାରତର ତାମିଲନାଡୁର ବିରାଟ ଭୂମିକା ଅଛି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ସେ ତାଙ୍କର ଦୁଇବର୍ଷ ପୂର୍ବର ଗସ୍ତକୁ ସ୍ମୃତିଚାରଣ କରିଥିଲେ । ସେ ଚିଦାମ୍ବରନର ବନ୍ଦର ସାମର୍ଥ୍ୟର ସମ୍ପ୍ରସାରଣ ସଂକ୍ରାନ୍ତ ଅନେକ ପ୍ରକଳ୍ପ ସେତେବେଳେ ଉଦ୍‌ଘାଟନ କରି ଏହା ଜାହାଜ ଚଳାଚଳର ଏକ ବିରାଟ ବନ୍ଦର ହେବ ବୋଲି କହିଥିଲେ । “ସେହି ଗ୍ୟାରେଣ୍ଟି ଆଜି ସଫଳ ହୋଇଛି” ବୋଲି କହିଥିଲେ । ଭି.ଓ ଚିଦାମ୍ବରନର ବାହ୍ୟ ପୋତାଶ୍ରୟ କଂଟେନର ରହଣିସ୍ଥଳ ଶିଳାନ୍ୟାସ କରି ଶ୍ରୀ ମୋଦୀ କହିଥିଲେ ଯେ ଏହି ପ୍ରକଳ୍ପ ବାବଦ ସାତହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଆଜି ୯୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ ହୋଇଛି ଓ ୨୫୦୦ କୋଟି ଟଙ୍କାର ପ୍ରକଳ୍ପ ୧୩ଟି ବନ୍ଦର ପାଇଁ ଆରମ୍ଭ ହୋଇଛି । ଏହି ପ୍ରକଳ୍ପ ଗୁଡିକ ତାମିଲନାଡୁ ପାଇଁ ସୁବିଧା ହେବା ସହ ଏହା ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ । 

 

|

ପ୍ରଧାନମନ୍ତ୍ରୀ ସ୍ମରଣ କରାଇ ଦେଇଥିଲେ ଯେ ଆଜିର ବିକାଶମୂଳକ ପ୍ରକଳ୍ପଗୁଡିକ ଜନସାଧାରଣଙ୍କ ଦାବି ଯୋଗୁଁ ବର୍ତ୍ତମାନର ସରକାର ତ୍ୱରାନ୍ୱିତ କରିଛନ୍ତି । ମାତ୍ର ପୂର୍ବ ସରକାର ଏଥିପ୍ରତି କୌଣସି ଧ୍ୟାନ ଦେଉ ନ ଥିଲେ ।” ମୁଁ ରାଜ୍ୟର ଭାଗ୍ୟ ପରିବର୍ତ୍ତନ ଓ ସେବା ପାଇଁ ତାମିଲନାଡୁ ଆସିଛି’ ବୋଲି କହିଥିଲେ । 

ଦେଶର ପ୍ରଥମ ଉଦ୍‌ଯାନ ଇନ୍ଧନ ସେଲ ଇନ୍‌ଲ୍ୟାଣ୍ଡ ଜଳପଥ ପୋତ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ହରିତ ନୌକା ପଦକ୍ଷେପ ଜରିଆରେ ଏହା ତାମିଲନାଡୁ ଓ କାଶୀବାସୀଙ୍କ ଏକ ଉପହାର । ସେ କାଶୀ ତାମିଲ ସଙ୍ଗମମ୍‌ରେ ତାମିଲନାଡୁ ଜନସାଧାରଣଙ୍କ ଉତ୍ସାହ ଓ ସ୍ନେହର ଅବଲୋକନ କରିଛନ୍ତି । ଭି.ଓ ଚିଦାମ୍ବରନର ବନ୍ଦରକୁ ଦେଶର ପ୍ରଥମ ସବୁଜ ଉଦ୍‌ଯାନ ପେଣ୍ଠ ବନ୍ଦର କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଅନ୍ୟାନ୍ୟ ପ୍ରକଳ୍ପ ମାନ ଉଦ୍‌ଘାଟନ କରିଥିଲେ । ଏହି ପ୍ରକଳ୍ପକୁ ମଧ୍ୟରେ ଜଳର ଲବଣାଂଶ ନିଷ୍କାସନ ପ୍ଲାଣ୍ଟ, ଉଦ୍‌ଯାନ ଉତ୍ପାଦନ ଓ ଏହାର ଭଣ୍ଡାରଣ ବ୍ୟବସ୍ଥା ଅନ୍ତର୍ଭୁକ୍ତ । “ଆଜି ସାରା ବିଶ୍ୱ ଯେଉଁ ଅନୁସନ୍ଧାନରେ ଅଛି, ତାମିଲନାଡୁ ସେହି ବିକଳ୍ପର ଅନ୍ୱେଷଣ କରିବାକୁ ବହୁତ ଆଗେଇବ ବୋଲି ଶ୍ରୀ ମୋଦୀ କହିଥିଲେ ।”

ଆଜିର ରେଳ ଓ ସଡକ ବିକାଶ ପ୍ରକଳ୍ପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରେଳପଥ ଦୋହରୀକରଣ ଓ ବିଦ୍ୟୁତୀକରଣ ଦକ୍ଷିଣ ତାମିଲନାଡୁ ଓ କେରଳ ମଧ୍ୟରେ ସଂଯୋଗୀକରଣରେ ଆହୁରି ଉନ୍ନତି ଆଣିବ ଓ ତିରୁନେଲଭେଲୀ ଓ ନଗରକୋଏଲରେ ଗହଳି ହ୍ରାସ କରିବ । ଚାରିହଜାର କୋଟି ଟଙ୍କା ବ୍ୟୟରେ ଆଜି ତାମିଲନାଡୁରେ ସଡକ ଆଧୁନିକୀକରଣ ପ୍ରକଳ୍ପ ଯୋଗାଯୋଗରେ ଉନ୍ନତି ଆଣିବା ସହ, ଯାତ୍ରା ଅବଧି ହ୍ରାସ କରିବ ଓ ବାଣିଜ୍ୟ ଓ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ । 

 

|

ନବଭାରତର ସରକାରୀ ପଦକ୍ଷେପ ନେଇ ଶ୍ରୀ ମୋଦୀ କହିଥିଲେ ସଡକ ପଥ, ରାଜ୍ୟପଥ ଓ ଜଳପଥ ବିଭାଗ ତାମିଲନାଡୁ ନିମନ୍ତେ ଉନ୍ନତ ସଂଯୋଗୀକରଣ ଓ ସୁଯୋଗ ନେଇ କାର୍ଯ୍ୟ କରୁଛନ୍ତି । ସେଥିପାଇଁ ରେଳ, ସଡକ ଓ ସାମୁଦ୍ରିକ ପ୍ରକଳ୍ପ ଏକା ସମୟରେ ବିକଶିତ ହେଉଛି । ବହୁ ମୁଖୀ ପ୍ରକଳ୍ପ ରାଜ୍ୟରେ ବିକାଶର ଗତିକୁ ତ୍ୱରାନ୍ୱିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

ଦେଶର ପ୍ରମୁଖ ବତୀଘରଗୁଡିକୁ ପର୍ଯ୍ୟଟନସ୍ଥଳୀ କରିବା ନେଇ ମନ କି ବାତରେ ଦିଆଯାଇଥିବା ପ୍ରସ୍ତାବର ସ୍ମୃତିଚାରଣ କରି ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୭୫ଟି ବତୀଘର ଏ ଦିଗରେ ଉତ୍ସର୍ଗ କରିବା ନେଇ ଗର୍ବ ଅନୁଭବ କରିଥିଲେ । “୭୫ଟି ସ୍ଥାନରେ ବିକାଶ ଏକାଥରେ, ତାହା ହିଁ ନୂତନ ଭାରତ’ ବୋଲି ସେ ମନ୍ତବ୍ୟ ଦେଇଥିଲେ । ଏହି ୭୫ଟି ସ୍ଥାନ ଭବିଷ୍ୟତରେ ବିରାଟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହେବ ବୋଲି ସେ ଆଶା ପ୍ରକଟ କରିଥିଲେ । 

 

|

କେନ୍ଦ୍ର ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ଦଶବର୍ଷ ମଧ୍ୟରେ ତାମିଲନାଡୁରେ ୧୩ଶହ କିଲୋମିଟର ଦୈର୍ଘ୍ୟ ରେଳପ୍ରକଳ୍ପ କାର୍ଯ୍ୟହାତକୁ ନିଆଯାଇଛି । ୨୦୦୦କିଲୋମିଟର ରେଳ ବିଦ୍ୟୁତିକରଣ କାର୍ଯ୍ୟ ଶେଷ ହୋଇଛି । ଉଡନ୍ତା ପୋଲ, ଭୂତଳ ରାସ୍ତା ଓ ଅନେକ ରେଳ ଷ୍ଟେସନର ଉନ୍ନୀତକରଣ କାର୍ଯ୍ୟ ଶେଷ ହୋଇଛି । ବିଶ୍ୱସ୍ତରୀୟ ଅନୁଭବ ନେଇ ପାଞ୍ଚ ବନ୍ଦେ ଭାରତ ଏକ୍ସପ୍ରେସ ରାଜ୍ୟରେ ଚଳାଚଳ କରୁଛି । ତାମିଲନାଡୁର ସଡକ ଭିତ୍ତିଭୂମି ବିକାଶ ନିମନ୍ତେ କେନ୍ଦ୍ର ସରକାର ୧.୫ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । କେନ୍ଦ୍ର ସରକାରଙ୍କ ସଂଯୋଗୀକରଣରେ ଉନ୍ନତି ଉଦ୍ୟମ ଜୀବନ ଧାରଣ ପଥକୁ ସୁଗମ କରିଛି’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଯୁଗ ଯୁଗ ଧରି ଦେଶର ଜଳପଥ ଓ ସମୁଦ୍ର ପଥ ନେଇ ଅନେକ ଆଶା ଭରସା ରହିଛି । ଏହି କ୍ଷେତ୍ରଗୁଡିକ ଆଜି ବିକଶିତ ଭାରତର ମୂଳଦୁଆ ସାଜିଥିବା ବେଳେ, ତାମିଲନାଡୁ ତାହାର ସବୁଠାରୁ ଅଧିକ ସୁବିଧା ପାଇବ । ପ୍ରଧାନମନ୍ତ୍ରୀ ତାମିଲନାଡୁର ତିନିଟି ବୃହତ ଓ ୧୨ଟି କ୍ଷୁଦ୍ର ବନ୍ଦର ସମଗ୍ର ଦକ୍ଷିଣଭାରତ ରାଜ୍ୟଗୁଡିକ ନିମନ୍ତେ ଅନେକ ସମ୍ଭାବନା ସୃଷ୍ଟି କରିଛି ବୋଲି କହିଥିଲେ ।” ସାମୁଦ୍ରିକ କ୍ଷେତ୍ରରେ ବିକାଶର ଅର୍ଥ ହେଉଛି ତାମିଲନାଡୁର ବିକାଶ ଓ ଭି.ଓ ଚିଦାମ୍ବରନର ବନ୍ଦରରେ ଗତ ଦଶନ୍ଧି ମଧ୍ୟରେ ଶତକଡା ୩୫ଭାଗ ପରିବହନ ବୃଦ୍ଧି ପାଇଛି । ବନ୍ଦର ଗତବର୍ଷ ୩୮ ନିୟୁତ ଟନ ସାମଗ୍ରୀ କାରବାର କରିଥିବାବେଳେ, ବାର୍ଷିକ ଶତକଡା ୧୧ଭାଗ ଅଭିବୃଦ୍ଧି ହାସଲ କରି ରେକର୍ଡ କରିଛି । ସେଭଳି ଅଭିବୃଦ୍ଧି ଦେଶର ଅନ୍ୟାନ୍ୟ ବନ୍ଦରରେ ମଧ୍ୟ ଦେଖିବାକୁ ମିଳିବ ଓ ସାଗରମାଳା ପ୍ରକଳ୍ପ ଯୋଗଁ ତାହା ସମ୍ଭବ ହେବ ବୋଲି ସେ କହିଥିଲେ । 

 

|

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଜଳପଥ ଓ ସାମୁଦ୍ରିକ କ୍ଷେତ୍ରରୋ ନୂତନ ରେକର୍ଡ ସୃଷ୍ଟି କରିଛି । ଲଜିଷ୍ଟିକ୍‌୍‌ସ କାର୍ଯ୍ୟକଳାପ ସୂଚୀରେ ଭାରତ ୩୮ତମ ସ୍ଥାନକୁ ଉଠିଥିବାବେଳେ, ଗତ ଦଶନ୍ଧି ମଧ୍ୟରେ ବନ୍ଦର ସାମର୍ଥ୍ୟ ଦ୍ୱିଗୁଣିତ ହୋଇଛି । ଏହି ସମୟ ମଧ୍ୟରେ ଜାତୀୟ ଜଳମାର୍ଗରେ ୮ଗୁଣ ବୃଦ୍ଧି ହୋଇଥିବାବେଳେ ନଦୀରେ ନୌକାଯାତ୍ରା ଚାରିଗୁଣ ବୃଦ୍ଧି ପାଇଛି । ଏହା ନିଶ୍ଚିତଭାବେ ତାମିଲନାଡୁ ଓ ଆମର ଯୁବାଗୋଷ୍ଠୀର ଉପକାରରେ ଆସିବ । “ମୁଁ ନିଶ୍ଚିତ ଯେ ତାମିଲନାଡୁ ନିଶ୍ଚିତ ବିକାଶପଥରେ ଆଗେଇ ଚାଲିବ ଓ ମୁଁ ଗ୍ୟାରେଣ୍ଟି ଦେଉଛି ଯେ ମୁଁ ଆପଣମାନଙ୍କ ବିପୁଳ ଉତ୍ସାହର ସହ ସେବା କରିବି ଯଦି ଦେଶ ମତେ ତୃତୀୟ ଥର ନିମନ୍ତେ ସେବାରେ ସୁଯୋଗ ଦେବେ” ବୋଲି ସେ କହିଥିଲେ । 

 

|

ତାମିଲନାଡୁର ବିଭିନ୍ନ ଅଞ୍ଚଳରୁ ପାଇଥିବା ଉତ୍ସାହ ଓ ସ୍ନେହଶ୍ରଦ୍ଧା ନେଇ ସେ କହିଥିଲେ ଯେ ତାଙ୍କର ଏହି ପରିଦର୍ଶନ କାଳରେ ଯଥେଷ୍ଟ ଜନ ଆଶୀର୍ବାଦ ପାଇଛନ୍ତି ଓ ସେ ସବୁ ସ୍ନେହକୁ ରାଜ୍ୟର ବିକାଶ ସହ ଯୋଡିବେ ବୋଲି କହିଥିଲେ ।

ତାମିଲନାଡୁ ଓ ଭାରତ ସରକାର ବିକାଶର ପର୍ବ ଏକାଠି ପାଳନ କରୁଛନ୍ତି ବୋଲି ସେ ସମବେତ ଜନତାଙ୍କୁ ମୋବାଇଲ ଆଲୋକ ଜଳାଇ ଏହା ପାଳନ କରିବାକୁ କହି ତାଙ୍କ ବକ୍ତବ୍ୟ ଶେଷ କରିଥିଲେ ।

ତାମିଲନାଡୁ ରାଜ୍ୟପାଳ ଶ୍ରୀ ଆର.ଏନ ରବି, କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ ଓ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଏଲ. ମୁରୁଗନ ଏହି ଅବସରରେ ଉପସ୍ଥିତ ଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

  • Vijay bapu kamble August 31, 2024

    इचलकरंजी विधानसभा मतदारसंघ 279 बूथ प्रमुख भाजप बूथ क्रमांक 55 श्री विजय बापू कांबळे चंदुर भाजप कार्यकर्ता माननीय श्री पंतप्रधान नरेंद्र मोदी जी यांचे नमो ॲप ला मिळालेले गुण अकरा लाख गुण मिळाले आहेत
  • Vivek Kumar Gupta May 10, 2024

    नमो .......................🙏🙏🙏🙏🙏
  • Vivek Kumar Gupta May 10, 2024

    नमो ....................................🙏🙏🙏🙏🙏
  • Pradhuman Singh Tomar April 30, 2024

    BJP
  • Krishna Jadon April 29, 2024

    BJP
  • B M S Balyan April 13, 2024

    विकसित ओर सुदृढ़ भारत। विकसित ओर सुदृढ़ भारत बनाने के लिए बहुत प्रयास करना पड़ेगा और बहुत मेहनत करनी पड़ेगी इस देश में समस्याएं बहुत है उन पर भी ध्यान देना है इस देश की शांति बनाए रखने के लिए भी बहुत मेहनत करनी है। यहां पर अहंकार की बहुत बड़ी प्रॉब्लम है हर किसी को अहंकार है उसे डेवलपमेंट से कोई मतलब नहीं है अगर उनकी अहंकार बीच में आ जाती है तो वह डेवलपमेंट को नहीं चाहते। इस देश में गद्दारों की भी कमी नहीं है यहां पर घरों में एजेंट बैठे हैं जो नौकरी करते है बिजनेस करते हैं पर उन लोगों के सम्बन्ध अभी भी बाहरी ताकतों से जुड़े हैं यह वह समय है जब हम कुछ सही कर सकते हैं अगर समय चला गया तो बहुत मुश्किल हो जाएगी जो भी हमने मेहनत करी है इस देश में सब बेकार हो जायेगी। समस्याओं की कमी नहीं है कोई ना कोई ना कोई समस्या चलती रहती है और उन समस्याओं को खत्म करते हे तो दूसरी समस्या पैदा हो जाती है अभी भी बहुत सारी सुविधाओं की जरूरत है पापुलेशन पर कंट्रोल होना बहुत जरूरी है। गांव में अभी भी बहुत सारी सुविधाओं का आना बाकी है गांव को मॉडर्न बनाना है बेसिक सुविधाओं से उनको पूरा करना है ।गांव को भी वर्ल्ड क्लास सुविधा प्रदान करनी है । गांव में टेक्नोलॉजी का उपयोग करना हैं एडवांस टेक्नोलॉजी और कंप्यूटर सेंटर खोलने जरूरी है जिससे कि गांव के नागरिक भी आगे आने चाहिए और देश में क्या डेवलपमेंट हो रहा है उसको वह समझ सके ओर आगे बड़ सके। गांव में सुरक्षा की भी एक प्रॉब्लम है उसको भी बढ़ाना है जिससे कि गांव का व्यक्ति भी सुरक्षित महसूस करें और उसे भी लगे कि मैं यहां एक सुरक्षित भारत का नागरिक हूं और एक नए भारत का नागरिक हूं। उनके लिए भी हमें हेल्प सेंटर खोलने है जहां पर वह कानून की सुविधा प्राप्त कर सके ऑनलाइन जिससे वह तुरंत सहायता ले सके। किसानों के लिए केंद्र खोलने हैं जहां पर वह अपनी लागत को कम करने का तरीका सीख सके अपनी फसल को बढ़ाने का तरीका सीख सके अपनी फसल को बेचने का तरीका सीख सके और ऐसे सेंटर खोलने जहां पर उनकी फसल आराम से बिक जाए और हर गांव को एक सलाहकार दिया जाएगा जो उन को एडवाइज करें ओर इस बात की गारंटी दे की फसल को हम खरीदेंगे और इतने दामों पर खरीदेंगे उनके लिए मॉनिटरिंग सिस्टम बनाया जाए वाटर हार्वेस्टिंग सिस्टम बनाया जाए और एक हेल्प सेंटर खोला जाए जो इन सब चीजों के लिए जिम्मेदार हो और किसानों को आगे बढ़ाने में जिम्मेदारी लें। सुरक्षा की गारंटी दी जाए आज तक किसी पार्टी ने सुरक्षा की गारंटी नहीं दिए पर भाजपा ने दि सभी पार्टी बड़ी-बड़ी बात करती है बोलती भी है पर सुरक्षा नहीं देती हम आपको सुरक्षा भी दे रहे हैं स्वास्थ्य बीमा भी दे रहे हैं फसल बीमा भी दे रहे है सुविधा भी दे रहे हैं तो उसके लिए मॉनिटरिंग सिस्टम भी प्रदान कर रहे हैं जहां पर आप अपनी शिकायत दर्ज कर सकते हैं और बता सकते हैं कि आपको यह सुविधा अभी तक नहीं मिली। अगर कहीं कोई आपसे रिश्वत मांगी जा रही है उसकी आप कंप्लेंट कर सके वह भी ऑनलाइन हो जाए जिस की फ्यूचर में भविष्य में इसका संज्ञान लिया जा सके। सुरक्षा की कमी की वजह से इस देश में अभी भी बहुत सारे लोग आजाद देश में रहते हुए भी गुलाम की तरह ही रहे हैं जो अपनी बातों को खुलकर नहीं बता पाते या कानून की सहायताएं उन्हें पूर्ण रूप से नहीं मिल पाती करप्शन अपना रूप बदलता रहता है उसके लिए हमें पब्लिक के सपोर्ट की जरूरत है पब्लिक ही सबसे पहले बता सकती है कि कहां पर क्या करप्शन है और क्यों है इसके लिए पब्लिक पोर्टल बनाई गई है जनसुनवाई केंद्र खोले गए हैं कंप्लेंट करना जरूरी है इस चीज को खत्म करने में गवर्नमेंट की सहायता कर सकते हैं। अभी भी हमें हर वर्ग के लिए काम करना है जो भी डेवलपमेंट हमने किए हैं वह अभी भी कम है अभी भी हमें बहुत से लोगों के लिए काम करना है और इस देश को वर्ल्ड क्लास देश बनाने के लिए बहुत कुछ करना बाकी है अभी भी बहुत सारी समस्याएं हैं हमने हर तरह की सुविधा जन-जन तक पहुंचने का प्रयास किया है फिर भी अभी बहुत सारी जगह ऐसी हैं जहां अभी भी समस्या है वहां पर अभी और प्रयास करने की और उन सुविधाओं को और बेहतर बनाने की हमारे को जरूरत है कोशिश करनी है। सुविधा हमने प्रदान कराई हे वो उज्जवला योजना, महिला सम्मान, कन्या योजना कन्या शादी समारोह, प्रेगनेंसी मे मेडिकल की सुविधा, आयुष्मान हेल्थ कार्ड, घरों की योजना, स्वच्छता अभियान, जल योजना, जनधन योजना है पर अभी भी बहुत सारी समस्या बाकी है जो योजना हमने बनाई है टेक्नोलॉजी को उपयोग करके यह सब देखना है कि मॉनिटर करना कि हमारी योजना कहां-कहां तक पहुंच चुकी है और अभी भी कितने लोगों तक पहुंची नहीं है बाकी है। हर तरह की वर्ल्ड क्लास सूविधा प्रदान करने की योजनाएं गांव गांव कस्बे कस्बे तक यह सुविधा पहुंचाई जाएगी। उद्योग धंधों को हर आदमी की पहुंच तक लाना है उनको शिक्षित करना है उनको तरीके सीखने हे की कैसे वो अपना रोजगार शुरू कर सके। कैसे वह अपने उद्योग शुरू कर सके और किस तरह से वह सरकार से उद्योग चलाने में सहायता प्राप्त कर सकते हैं किस तरह से उन्हें लोन मिल सकता है यह सब चीज अभी भी पहुंचानी बाकी है सिखानी बाकी उसके लिए हमें मॉनिटरिंग सिस्टम बनाने हैं मॉनिटरिंग सिस्टम और कंट्रोल सिस्टम के थ्रू हमें हर आदमी तक इन सुविधाओं को पहुंचना है टेक्नोलॉजी का उपयोग करना है। हर आदमी को सुरक्षा की गारंटी देनी है कुछ भी गलत होने पर उसकी जिम्मेदारी हमारी होगी यूपी को आप देख सकते हैं किसी भी समूह की ज़ोर जबर्दस्ती नहीं चलती है कोई भी व्यक्ति विशेष समूह अपनी मन मर्जी नहीं चला सकता है अगर कोई चलाएगा और कानून के खिलाफ जाकर या कानून का पालन किये बिना अगर कोई भी व्यक्ति ऐसा करेगा तो जेल जाएगा चाहे वह कोई भी हो। उस पर गलत बोलने की या गलत करने की हिम्मत नहीं है किसी को भी हिम्मत नहीं है अगर कोई करेगा तो उसको हम सबक सिखाएंगे जिससे कि वह या कोई और दोबारा से ऐसी कोई गलती ना करें या करने की कोई और कोशिश ना करें। हमें हर वर्ग के लिए काम करना है हमारे पास अभी भी बहुत सारी योजनाएं हैं जिससे कि हर वर्ग के पास हर तरह की सुविधा पहूचाई जा सके और जीवन को आसान बना सके अब हमारा फोकस रहेगा कि आम जनता का जीवन आसान कैसे बन जाए उनकी भविष्य को सुनहरा कैसा बनाया जाए उनके जीवन को सरल कैसा बनाया जाए हर तरह की सुविधाएं हर आदमी तक कैसे पहुंचा जाए ।मोटरसाइकिल, कार, एसी वाला घर यह सब सुविधाएं हर आदमी तक कैसे पहुंचे उनकी सोर्स आफ इनकम कैसे बढ़ेगी कमाई का जरिए कैसे बढ़ाए इन सब चीजों पर हमें फोकस करना होगा इन सब पर फोकस करना होगा हमें अभी भी बहुत काम करना है हमें अभी भी गरीब लोगों के लिए काम करना है हमें अभी भी पिछडे लोगों के लिए काम करना है हमें अभी भी मिडिल क्लास और सर्विस क्लास लोगों के लिए काम करना है हर वर्ग के लोगों तक सुविधा पहुंचानी है जिससे कि उनकी लाइफ सरल हो सके हमें अभी भी कुछ ऐसा करना है जिससे कि लोगों की सोर्स आफ इनकम बन सके उनकी कमाई का जरिया हमेशा के लिए बन जाए उनको उस चीज की टेंशन ना रहे हैं कि वह कल क्या करेंगे कैसे काम आएंगे और किस तरह से उनका जीवन निकलेगा उनके लिए हमें काम करना है। करप्शन को जीरो करना है करप्शन को हमेशा हमेशा के लिए खत्म करना है जिससे की मेहनत करने वालों की कमाई को कोई चालाक आदमी ना खा सके टेक्नोलॉजी का उपयोग करना है जिससे कि लोगों को हर सुविधा मिल सके और करप्शन फ्री देश बन सके जब पीस होगी सिक्योरिटी होगी तभी आप अपने टैलेंट का सही इस्तेमाल कर सकते हैं और जीरो करप्शन होगा तभी आप विश्वास कर सकते हैं कि आपका टैलेंट का सही उपयोग हो पाएगा और जब भी आप मेहनत करेंगे और आगे बढ़ेंगे और देश को भी आगे बढ़ाएंगे करप्शन को खत्म करने के लिए टेक्नोलॉजी का उपयोग करा जाएगा लोगों से मदद ली जाएगी । टेक्नोलॉजी का विकास करा जाएगा क्योंकि टेक्नोलॉजी आज के युग में बहुत जरूरी है एडवांस टेक्नोलॉजी का उपयोग करा जाएगा सेमीकंडक्टर का उपयोग करा जाएगा ऑटोमेशंस का उपयोग कर जाएगा ड्रोन का उपयोग कर जाएगा रोबोट का उपयोग करा जाएगा । जोब क्रिएट करे जाएंगे लोगों को नई टेक्नोलॉजी सिखाई जाएगी स्किल सेंटर्स ओपन कर जाएंगे हमें अपने देश को बेटर और बहुत बैटर बनाना है अब हमारा कंपटीशन डेवलपड कंट्रीज के साथ है। जय हिन्द जय भारत लेखक भूपेंद्र बालयाण
  • Shabbir meman April 10, 2024

    🙏🙏
  • Sunil Kumar Sharma April 09, 2024

    जय भाजपा 🚩 जय भारत
  • Jayanta Kumar Bhadra April 07, 2024

    Jai hind sir
  • Jayanta Kumar Bhadra April 07, 2024

    Jai Sri Krishna
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Cabinet approves $2.7 billion outlay to locally make electronics components

Media Coverage

Cabinet approves $2.7 billion outlay to locally make electronics components
NM on the go

Nm on the go

Always be the first to hear from the PM. Get the App Now!
...
PM speaks with Senior General H.E. Min Aung Hlaing of Myanmar amid earthquake tragedy
March 29, 2025

he Prime Minister Shri Narendra Modi spoke with Senior General H.E. Min Aung Hlaing of Myanmar today amid the earthquake tragedy. Prime Minister reaffirmed India’s steadfast commitment as a close friend and neighbor to stand in solidarity with Myanmar during this challenging time. In response to this calamity, the Government of India has launched Operation Brahma, an initiative to provide immediate relief and assistance to the affected regions.

In a post on X, he wrote:

“Spoke with Senior General H.E. Min Aung Hlaing of Myanmar. Conveyed our deep condolences at the loss of lives in the devastating earthquake. As a close friend and neighbour, India stands in solidarity with the people of Myanmar in this difficult hour. Disaster relief material, humanitarian assistance, search & rescue teams are being expeditiously dispatched to the affected areas as part of #OperationBrahma.”