ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜାନୁୟାରୀ, ୨୦୨୩ ମାସରେ ନିଜ ଇତିହାସରେ ସର୍ବାଧିକ ହଟ ମେଟାଲ, କ୍ରୁଡ ଷ୍ଟିଲ ଓ ବିକ୍ରି ଯୋଗ୍ୟ ଷ୍ଟିଲ ଉତ୍ପାଦନ ପାଇଁ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆକୁ ପ୍ରଶଂସା କରିଛନ୍ତି ।
ଇସ୍ପାତ ମନ୍ତ୍ରଣାଳୟର ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଭାରତକୁ ଆତ୍ମନିର୍ଭର କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରୁ ଉତ୍ସାହପ୍ରଦ ଖବର ।”
Encouraging news from a sector vital to India being Aatmanirbhar. https://t.co/ToTc45sBfD
— Narendra Modi (@narendramodi) February 4, 2023