ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡକ୍ଟର ଏଚ୍ ଭି ହାଣ୍ଡେଙ୍କ ଉତ୍ସାହ ଓ ମନୋବୃତ୍ତିକୁ ପ୍ରଶଂସା କରିଥିଲେ ଯିଏ କି ସ୍ୱାଧୀନତା ଘୋଷଣା କରୁଥିବା ୭୫ ବର୍ଷ ପୁରୁଣା ଖବରକାଗଜକୁ ଟୁଇଟ୍ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡକ୍ଟର ଏଚ ଭି ହାଣ୍ଡେ ଜୀଙ୍କ ଭଳି ଲୋକମାନେ ଉଲ୍ଲେଖନୀୟ ବ୍ୟକ୍ତିବିଶେଷ, ଯେଉଁମାନେ ରାଷ୍ଟ୍ର ର୍ନିମାଣ ଦିଗରେ ନିଜ ଜୀବନକୁ ସମର୍ପି ଦେଇଛନ୍ତି ।
ଆଜାଦୀ କା ଅମୃତ ମହୋତ୍ସବ ଉପରେ ଡକ୍ଟର ଏଚ ଭି ହାଣ୍ଡେଙ୍କ ଟୁଇଟ୍ର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଡକ୍ଟର ଏଚ୍.ଭି ହାଣ୍ଡେ ଜୀ ପରି ଲୋକମାନେ ଉଲ୍ଲେଖନୀୟ ବ୍ୟକ୍ତିବିଶେଷ, ଯେଉଁମାନେ ଦେଶ ର୍ନିମାଣ ଦିଗରେ ନିଜ ଜୀବନ ସମର୍ପି ଦେଇଛନ୍ତି । ତାଙ୍କର ଶକ୍ତି ଏବଂ ଉତ୍ସାହ ଦେଖି ଆନନ୍ଦିତ । ଡକ୍ଟର ଏଚ ଭି ହାଣ୍ଡେ”
People like Dr. HV Hande Ji are remarkable individuals who have given their life towards nation building. Glad to see his vigour and passion. @DrHVHande1 https://t.co/yXmNFHtK5y
— Narendra Modi (@narendramodi) August 14, 2022