ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡେରାଡୁନର ତେହେରୀ ଗରୱାଲ ସାଂସଦ ମାଲା ରାଜ୍ୟ ଲକ୍ଷ୍ମୀ ଯେଭଳି ଭାବେ ତେହେରୀ ଗରୱାଲ ର୍ନିବାଚନମଣ୍ଡଳୀ ସ୍ଥିତ ଉତ୍ତରକାଶୀ ଜିଲ୍ଲାର ପ୍ରତିଷ୍ଠା ଦିବସ ପାଳନ କରିଥିଲେ ତାହାକୁ ପ୍ରଶଂସା କରିଛନ୍ତି ।
ତେହେରୀ ଗରୱାଲ ସାଂସଦଙ୍କ ଟୁଇଟ୍ର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଆପଣଙ୍କ ଜିଲ୍ଲାର ପ୍ରତିଷ୍ଠା ଦିବସ ପାଳନ କରିବା ପାଇଁ ଉତ୍ତମ ପଦକ୍ଷେପ! ଏହିପରି ପ୍ରୟାସ ବିଭିନ୍ନ କ୍ଷେତ୍ର ବିଷୟରେ ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି କରିବ ।”
अपने जिले के स्थापना दिवस को मनाने की बेहतरीन पहल! ऐसे प्रयासों से लोगों में अलग-अलग क्षेत्रों के बारे में जानने की उत्सुकता बढ़ेगी। https://t.co/PZux0bf2Um
— Narendra Modi (@narendramodi) February 25, 2023