ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଇନ ସେବା ଶିବିର ମାଧ୍ୟମରେ ନାଗରିକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ସକ୍ରିୟ ଭୂମିକା ତୁଲାଇଥିବା ଜାରବୋମ ଗାମଲିନ ଆଇନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।
କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀ କିରେନ ରିଜିଜୁଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଏଭଳି ଉଦ୍ୟମ ପ୍ରଶଂସନୀୟ, କାରଣ ଏହାଦ୍ୱାରା ଆଇନ ଓ ଆଇନଗତ ଅଧିକାରର ବିଭିନ୍ନ ଦିଗ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ହେଉଛି ।”
Such an effort is laudatory as it enhances awareness about aspects relating to the law and legal rights of people. https://t.co/yY1tUn4pOW
— Narendra Modi (@narendramodi) April 29, 2023