ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କନଷ୍ଟେବଲ (ଜିଡି) ସିଏପିଏଫ ପରୀକ୍ଷା ୧୩ଟି ଆଞ୍ଚଳିକ ଭାଷାରେ ଆୟୋଜନ ପାଇଁ ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତିକୁ ଯୁଗାନ୍ତକାରୀ ବୋଲି କହିଛନ୍ତି ।
ଗୃହ ମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଏକ ଯୁଗାନ୍ତକାରୀ ନିଷ୍ପତ୍ତି, ଯାହା ଆମ ଯୁବପୀଢିଙ୍କ ଆକାଂକ୍ଷାକୁ ପ୍ରେରଣା ଯୋଗାଇବ! ଭାଷା ଯେପରି ଜଣେ ବ୍ୟକ୍ତିଙ୍କ ସ୍ୱପ୍ନରେ ଅନ୍ତରାୟ ସୃଷ୍ଟି କରିବ ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ଆମର ବିଭିନ୍ନ ଉଦ୍ୟମର ଏହା ଅଂଶବିଶେଷ ।”
A pathbreaking decision, which will give wings to the aspirations of our youth! This is a part of our various efforts to ensure language is not seen as a barrier in fulfilling one’s dreams. https://t.co/rixlkUgMY7
— Narendra Modi (@narendramodi) April 15, 2023