ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଓଏନଜିସିର ଜଟିଳ ଇନ୍ଧନ ଉତ୍ତୋଳନ ଉପକରଣକୁ ଠିକ ଭାବେ ସଜାଡି ପାଣି ତଳେ ଅତିରିକ୍ତ ଇନ୍ଧନ ଲାଇନ ସ୍ଥାପନ କରିଥିବା ଭାରତୀୟ ନୌସେନାର ଅସାଧାରଣ ଦକ୍ଷତା ଓ ଦୃଢ ସଂକଳ୍ପକୁ ପ୍ରଶଂସା କରିଛନ୍ତି ।
ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଭାରତୀୟ ନୌସେନାର ଉଲ୍ଲେଖନୀୟ ଉଦ୍ୟମ ।”
Great effort by the Indian Navy! https://t.co/e4ucHGGmiL
— Narendra Modi (@narendramodi) April 13, 2023