ଦେଶରେ ବସ୍ତୁ ଓ ସେବା କର (ଜିଏସ୍ଟି) ପ୍ରବର୍ତ୍ତନ ହେବାର ଚାରିବର୍ଷ ସମ୍ପୂର୍ଣ୍ଣ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହାର ପ୍ରଶଂସା କରିବା ସହ ଦେଶର ଆର୍ଥିକ ଦୃଶ୍ୟପଟରେ ଏହାକୁ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି ।
ଏକ ଟ୍ୱିଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ଦେଶର ଆର୍ଥିକ ଦୃଶ୍ୟପଟରେ ଜିଏସ୍ଟି ଏକ ମାଇଲଖୁଣ୍ଟ । ଏହା ବିଭିନ୍ନ ଟିକସ ହ୍ରାସ କରିବା ସହ, ଅନୁଷ୍ଠାନିକ କାଗଜପତ୍ର ଓ ମୋଟ ଟିକସ ବୋଝରୁ ଜନସାଧାରଣଙ୍କୁ ରକ୍ଷା କରିବ । ଏହା ସ୍ୱଚ୍ଛତା ଓ ମୋଟ ଟିକସ ଆଦାୟ ବୃଦ୍ଧି କରିବାରେ ସମର୍ଥ ହୋଇଛି ।
GST has been a milestone in the economic landscape of India. It has decreased the number of taxes, compliance burden & overall tax burden on common man while significantly increasing transparency, compliance and overall collection. #4YearsofGST
— Narendra Modi (@narendramodi) June 30, 2021