ବ୍ୟାଙ୍କିଙ୍ଗ କ୍ଷେତ୍ରର ରୂପାନ୍ତରଣରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକର ଅବଦାନ ସମ୍ପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମାଇଁଗଭ ଇଣ୍ଡିଆ (MyGovIndia)ପକ୍ଷରୁ ହୋଇଥିବା ଏକ ପୋଷ୍ଟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଲେଖିଛନ୍ତି:
“ବ୍ୟାଙ୍କିଙ୍ଗ କ୍ଷେତ୍ରର ରୂପାନ୍ତରଣ ଏବଂ କିପରି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକ ଏଥିରେ ଅବଦାନ ଦେଇଛନ୍ତି ସେ ସମ୍ପର୍କରେ ଏକ ଅନ୍ତଃଦୃଷ୍ଟିପୂର୍ଣ୍ଣ ତଥ୍ୟ” ।
Insightful data on how there has been a transformation in the banking sector and how PSU banks are powering it. https://t.co/8pEgo6WZxh
— Narendra Modi (@narendramodi) June 19, 2024