ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଦାନ କରିଥିବା ମାସିକ ‘ମନ କି ବାତ’ ରେଡିଓ ଉଦବୋଧନରେ ଅନ୍ୟମାନଙ୍କୁ କୋଭିଡ-୧୯ ଟିକା ନେବା ପାଇଁ ସ୍ୱେଚ୍ଛାରେ ପ୍ରେରଣା ଯୋଗାଉଥିବା ଚଣ୍ଡିଗଡର ଫୁଡ ଷ୍ଟଲ ମାଲିକଙ୍କୁ ପ୍ରଶଂସା କରିଛନ୍ତି । ନିଜ ଉଦବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି ଫୁଡ ଷ୍ଟଲ ମାଲିକ ସଞ୍ଜୟ ରାଣା ନିଜ ଝିଅ ଓ ଝିଆରୀଙ୍କ ପରାମର୍ଶ କ୍ରମେ କୋଭିଡ ଟିକା ନେଉଥିବା ଲୋକଙ୍କୁ ମାଗଣାରେ ଛୋଲେ ଭଟୁରେ ଖୁଆଉଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଫୁଡ ଷ୍ଟଲ ମାଲିକ ଚଣ୍ଡିଗଡର ସେକ୍ଟର-୨୯ରେ ସାଇକେଲରେ ଛୋଲେ ଭଟୁରେ ବିକନ୍ତି ଓ ଖାଦ୍ୟ ମାଗଣାରେ ପାଇବା ପାଇଁ ବ୍ୟକ୍ତିଙ୍କୁ ସେହିଦିନ ହିଁ ଟିକା ନେଇଛନ୍ତି ବୋଲି ଦେଖାଇବାକୁ ପଡିଥାଏ । ଏହି ଉଦ୍ୟମର ପ୍ରଶଂସା କରିବା ସହ ସମାଜର କଲ୍ୟାଣ ପାଇଁ ଟଙ୍କାପଇସା ଠାରୁ ସେବା ମନୋଭାବ ଓ କର୍ତ୍ତବ୍ୟ ପରାୟଣତା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

  • Priya Satheesh January 15, 2025

    🐯
  • கார்த்திக் November 14, 2024

    🌺🙏🌸🙏🏿🌺🙏🏽💮🙏🏼🌺🙏🏻🌸🙏🏾💮🙏🌺🙏🏿🌸🙏🌺 🌺🙏🌸🙏🏿🌺🙏🏽💮🙏🏼🌺🙏🏻🌸🙏🏾💮🙏🌺🙏🏿🌸🙏🌺 🌺🙏🌸🙏🏿🌺🙏🏽💮🙏🏼🌺🙏🏻🌸🙏🏾💮🙏🌺🙏🏿🌸🙏🌺
  • Devendra Kunwar September 29, 2024

    BJP
  • ram Sagar pandey September 06, 2024

    जय श्रीराम 🙏💐🌹जय श्रीराम 🙏💐🌹जय श्रीराम 🙏💐🌹जय श्रीराम 🙏💐🌹जय श्रीराम 🙏💐🌹जय श्रीराम 🙏💐🌹जय श्रीराम 🙏💐🌹
  • Pradhuman Singh Tomar July 13, 2024

    BJP 221
  • Pawan Jain April 17, 2024

    नमो नमो
  • Dr Swapna Verma March 12, 2024

    jay Hind
  • Girendra Pandey social Yogi March 09, 2024

    जय हिन्द
  • rida rashid February 21, 2024

    नमो नमो
  • ज्योती चंद्रकांत मारकडे February 05, 2024

    जय हो
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Namo Drone Didi, Kisan Drones & More: How India Is Changing The Agri-Tech Game

Media Coverage

Namo Drone Didi, Kisan Drones & More: How India Is Changing The Agri-Tech Game
NM on the go

Nm on the go

Always be the first to hear from the PM. Get the App Now!
...
We remain committed to deepening the unique and historical partnership between India and Bhutan: Prime Minister
February 21, 2025

Appreciating the address of Prime Minister of Bhutan, H.E. Tshering Tobgay at SOUL Leadership Conclave in New Delhi, Shri Modi said that we remain committed to deepening the unique and historical partnership between India and Bhutan.

The Prime Minister posted on X;

“Pleasure to once again meet my friend PM Tshering Tobgay. Appreciate his address at the Leadership Conclave @LeadWithSOUL. We remain committed to deepening the unique and historical partnership between India and Bhutan.

@tsheringtobgay”