ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ମାସରେ ୬ ବିଲିୟନ ୟୁପିଆଇ ନେଣଦେଣ ଭଳି ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧିକୁ ପ୍ରଶଂସା କରିଛନ୍ତି । ୨୦୧୬ ପରଠାରୁ ଏହା ସର୍ବାଧିକ ନେଣଦେଣ ।
କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । ନୂଆ ପ୍ରଯୁକ୍ତି ଆପଣାଇ ଅର୍ଥନୀତି ସ୍ୱଚ୍ଛ କରିବା ପାଇଁ ଦେଶବାସୀଙ୍କ ସଂକଳ୍ପକୁ ଏହା ଦର୍ଶାଉଛି । କୋଭିଡ- ୧୯ ମହାମାରୀ ବେଳେ ଡିଜିଟାଲ ନେଣଦେଣ ବେଶ ସହାୟକ ହୋଇଥିଲା ।”
This is an outstanding accomplishment. It indicates the collective resolve of the people of India to embrace new technologies and make the economy cleaner. Digital payments were particularly helpful during the COVID-19 pandemic. https://t.co/roR2h89LHv
— Narendra Modi (@narendramodi) August 2, 2022