ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ବିଶେଷ କରି ପରୀକ୍ଷା ଯୋଦ୍ଧା, ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ଚଳିତ ବର୍ଷର ପରୀକ୍ଷା ପେ ଚର୍ଚ୍ଚା ଆଲୋଚନା ପାଇଁ ସେମାନଙ୍କ ମତାମତ ଦେବାକୁ ଆମନ୍ତ୍ରଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି
“ବିଭିନ୍ନ ବର୍ଗର ଲୋକଙ୍କ ଠାରୁ ପ୍ରାପ୍ତ ବ୍ୟାପକ ମତାମତ ଦ୍ୱାରା ପରୀକ୍ଷା ପେ ଚର୍ଚ୍ଚା ଆହୁରି ସ୍ମରଣୀୟ ହୋଇପାରିଛି । ମୁଁ ଆପଣଙ୍କୁ ସମସ୍ତଙ୍କୁ ବିଶେଷ କରି ପରୀକ୍ଷା ଯୋଦ୍ଧା, ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ଚଳିତ ବର୍ଷର ଆଲୋଚନା ପାଇଁ ସେମାନଙ୍କ ମତାମତ ସେୟାର କରିବାକୁ ଆମନ୍ତ୍ରଣ କରୁଛି । #PPC2023 innovateindia.mygov.in/ppc-2023/ "
Pariksha Pe Charcha is made even more memorable by the extensive inputs received from people across all walks of life. I invite you all, particularly the #ExamWarriors, parents and teachers to share their inputs for this year's interaction. #PPC2023 https://t.co/sX6JVWvYUo https://t.co/Huo522eZV4
— Narendra Modi (@narendramodi) January 5, 2023