ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଗରିକମାନଙ୍କୁ ବିକଶିତ ଭାରତର ରାଷ୍ଟ୍ରଦୂତ ହେବାକୁ ଏବଂ ବିକାଶର ବାର୍ତ୍ତା ପ୍ରସାର କରିବାକୁ ଅନୁରୋଧ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ନମୋ ଆପ୍ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମ୍ବନ୍ଧିତ ଅନେକ ମଜାଦାର ବିଷୟବସ୍ତୁରେ ଭରପୂର ହୋଇଛି । ଭାରତ ସାରା ଲୋକେ ବିକଶିତ ଭାରତର ରାଷ୍ଟ୍ରଦୂତ ହୁଅନ୍ତୁ ଏବଂ ଆପଣ ସଭିଏଁ ଏକ ହେବାକୁ ମୁଁ ଆମନ୍ତ୍ରିତ କରୁଛି । ଆସନ୍ତୁ ବିକାଶର ବାର୍ତ୍ତାକୁ ଆହୁରି ଆଗକୁ ବଢ଼ାଇବା ।’
The NaMo App is buzzing with a lot of interesting content relating to the Viksit Bharat Sankalp Yatra. People across India are becoming Viksit Bharat Ambassadors and I invite you to also become one! Let’s further amplify the message of development. pic.twitter.com/93iItKZJbJ
— Narendra Modi (@narendramodi) November 30, 2023