ଗୋଆରେ ଇଣ୍ଡିଆ ଏନର୍ଜୀ ସପ୍ତାହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶକ୍ତି କ୍ଷେତ୍ରର ପ୍ରମୁଖ ସିଇଓମାନଙ୍କ ସହ ଆଜି ଆଲୋଚନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଇଣ୍ଡିଆ ଏନର୍ଜୀ ସପ୍ତାହରେ ଶକ୍ତି କ୍ଷେତ୍ରର ଶୀର୍ଷ ସିଇଓମାନଙ୍କ ସହ କଥାବାର୍ତ୍ତା ହୋଇଛି । ଏହି କ୍ଷେତ୍ରରେ ଭାରତ ପ୍ରଦାନ କରୁଥିବା ବ୍ୟାପକ ସୁଯୋଗ ଉପରେ ଆଲୋକପାତ କରାଯିବା ସହ ସୁଧାରକୁ ପ୍ରୋତ୍ସାହିତ କରିବା ଲାଗି ଆମର ପ୍ରତିବଦ୍ଧତାକୁ ଦୋହରାଯାଇଛି, ଯାହାଦ୍ୱାରା ବିକାଶକୁ ଆହୁରି ବଳ ମିଳିପାରିବ ।’
At the @IndiaEnergyWeek, interacted with top energy sector CEOs. Highlighted the wide range of opportunities India offers in the sector and reiterated our commitment to boosting reforms which will further growth. pic.twitter.com/iDotxrF8IP
— Narendra Modi (@narendramodi) February 6, 2024