ଦୁଇ ଦିନିଆ ବାଂଲାଦେଶ ଗସ୍ତ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଳିତ ଭାବେ ବାପୁ ଏବଂ ବଙ୍ଗବନ୍ଧୁ ଉପରେ ଏକ ଡିଜିଟାଲ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି । ବାପୁ ଏବଂ ବଙ୍ଗବନ୍ଧୁ ଦକ୍ଷିଣ ଏସୀୟ କ୍ଷେତ୍ରର ଦୁଇ ଉଦାହରଣୀୟ ବ୍ୟକ୍ତିତ୍ୱ, ଯାହାଙ୍କ ଚିନ୍ତାଧାରା ଏବଂ ବାର୍ତ୍ତା ବିଶ୍ଵ ସ୍ତରରେ ପ୍ରତିଧ୍ଵନିତ ହେଉଛି ।
ପ୍ରଦର୍ଶନୀର ସଂଗ୍ରହାଧ୍ୟକ୍ଷ ଶ୍ରୀ ବିରାଦ ୟଜନିକ୍ ନେତାମାନଙ୍କୁ ବୁଲାଇ ଦେଖାଇଥିଲେ ଯେଉଁଥିରେ ଶେଖ ରେହାନା ମଧ୍ୟ ସେମାନଙ୍କ ସହ ଯୋଗ ଦେଇଥିଲେ ।
Remembering two exemplary personalities from our region, whose thoughts and message resonates globally.
— PMO India (@PMOIndia) March 26, 2021
A digital exhibition on Bapu and Bangabandhu was inaugurated earlier this evening. pic.twitter.com/KKuGll8NE1