ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ସୂଚନା ଆୟୋଗ(ସିଆଇସି)ଙ୍କ ନୂତନ ଭବନର ଉଦ୍ଘାଟନ କରିଛନ୍ତି ।
ଏହି ଅବସରରେ ସେ ଉଲ୍ଲେଖ କରିଥିଲେ ଯେ ଏହି ନୂଆ କୋଠାର ନିର୍ମାଣ ନିର୍ଦ୍ଧାରିତ ତାରିଖ ପୂର୍ବରୁ ଶେଷ ହୋଇଛି ଏବଂ ସେ ଏହି ନିର୍ମାଣରେ ସମ୍ପୃକ୍ତ ସମସ୍ତ ସଂସ୍ଥାକୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ପରିବେଶ ଅନୁକୂଳ ଗୃହ-4 ମାନ୍ୟତାପ୍ରାପ୍ତ ଏହି ଭବନ ଶକ୍ତି ସଂଚୟ ସୁନିଶ୍ଚିତ କରିବା ସହ ପରିବେଶ ସଂରକ୍ଷଣରେ ସହାୟତା କରିପାରିବ ।
ଏହି ନୂତନ ଭବନ ସିଆଇସିଙ୍କ କାର୍ଯ୍ୟାଧାରାରେ ଉତ୍ତମ ସମନ୍ୱୟ ଏବଂ ଏକୀକରଣ ଆଣିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।
ସିଆଇସିଙ୍କ ମୋବାଇଲ ଆପ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ନାଗରିକମାନଙ୍କୁ ସହଜରେ ଆବେଦନ କରିବା ଲାଗି ସୁବିଧା ଯୋଗାଇ ଦେବ ଏବଂ ସେମାନେ ଆୟୋଗଙ୍କ ପକ୍ଷରୁ ଉପଲବ୍ଧ କରାଯାଉଥିବା ସୂଚନାକୁ ସହଜରେ ଦେଖିପାରିବେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗଣତାନ୍ତ୍ରିକ ଏବଂ ଅଂଶଗ୍ରହଣକାରୀ ପ୍ରଶାସନ ପାଇଁ ପାରଦର୍ଶିତା ଏବଂ ଉତ୍ତରଦାୟିତ୍ୱର ଆବଶ୍ୟକତା ରହିଛି । ସେ କହିଥିଲେ ଯେ ସିଆଇସି ଏ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଛନ୍ତି । ସେ କହିଥିଲେ ଯେ ଏପରି ଅନୁଷ୍ଠାନ ବିଶ୍ୱାସ ଆଧାରିତ ପ୍ରଶାସନର ଉତପ୍ରେରକ ଭାବେ କାର୍ଯ୍ୟ କରିଥାଏ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜଣେ “ସଶକ୍ତ ନାଗରିକ” ହେଉଛନ୍ତି ଆମ ଗଣତନ୍ତ୍ରର ସୁଦୃଢ଼ ସ୍ତମ୍ଭ । ସେ କହିଥିଲେ ଯେ ଗତ 4 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ବିଭିନ୍ନ ମାଧ୍ୟମରେ ଲୋକମାନଙ୍କୁ ସୂଚୀତ ଏବଂ ସଶକ୍ତ କରିଆସୁଛନ୍ତି । ଆଧୁନିକ ସୂଚନା ରାଜମାର୍ଗର 5ଟି ସ୍ତମ୍ଭ ବିଷୟରେ ସେ ପରିଗଣନା କରିଥିଲେ ।
ସେ କହିଥିଲେ ଯେ ପ୍ରଥମ ସ୍ତମ୍ଭ ହେଉଛି ପ୍ରଶ୍ନ କରିବା(ସୱାଲ) । ଏହି ପରିପ୍ରେକ୍ଷୀରେ, ସେ ମାଇଁ ଗଭ ନାଗରିକ ସମ୍ପୃକ୍ତି ମଂଚ ବିଷୟରେ ଉଲ୍ଲେଖ କରିଥିଲେ । ଦ୍ୱିତୀୟ ସ୍ତମ୍ଭ ହେଉଛି ପରାମର୍ଶ ଶୁଣିବା (ସୁଝାଓ) । ସେ କହିଥିଲେ ଯେ ସରକାର ସିପିଗ୍ରାମ୍ସ ଏବଂ ସାମାଜିକ ଗଣମାଧ୍ୟମରୁ ମିଳୁଥିବା ପରାମର୍ଶ ପ୍ରତି ଗ୍ରହଣଶୀଳ ଏବଂ ଉନ୍ମୁକ୍ତ ରହିଛନ୍ତି ।
ତୃତୀୟ ସ୍ତମ୍ଭ ହେଉଛି ଆଲୋଚନା (ସମ୍ବାଦ) । ସେ କହିଥିଲେ ଯେ ଏହା ନାଗରିକ ଏବଂ ସରକାରଙ୍କ ମଧ୍ୟରେ ଯୋଗାଯୋଗ ପ୍ରତିଷ୍ଠା କରୁଛି । ଚତୁର୍ଥ ସ୍ତମ୍ଭ ହେଉଛି ସକ୍ରିୟତା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜିଏସଟିର କାର୍ଯ୍ୟାନ୍ୱୟନ ସମୟରେ ସକ୍ରିୟ ଭାବେ ଅଭିଯୋଗ ଏବଂ ପରାମର୍ଶଗୁଡ଼ିକୁ ଗ୍ରହଣ କରାଯାଉଥିଲା ।
ପଞ୍ଚମ ସ୍ତମ୍ଭ ହେଉଛି ସୂଚନା । ପ୍ରଧାନମନ୍ତ୍ରୀ କହିଥିଲେ ସରକାରଙ୍କ କର୍ତ୍ତବ୍ୟ ହେଉଛି ନିଜର କାର୍ଯ୍ୟକଳାପ ବିଷୟରେ ନାଗରିକମାନଙ୍କୁ ସୂଚନା ଦେବା । ସେ କହିଥିଲେ ଯେ ପ୍ରକୃତ ସମୟ ଅପଡେଟ, ଅନଲାଇନ ଡେଶବୋର୍ଡ ମାଧ୍ୟମରେ ନାଗରିକମାନଙ୍କୁ ସୂଚନା ଦେବା ଲାଗି ସରକାର ଏକ ନୂଆ ଅଭ୍ୟାସ ଆରମ୍ଭ କରିଛନ୍ତି । ସୌଭାଗ୍ୟ ଏବଂ ଉଜାଲା ଭଳି ଯୋଜନାର ଅଗ୍ରଗତି ବିଷୟରେ ସୂଚନା ଉପଲବ୍ଧ କରାଯାଉଛି ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ପୃକ୍ତ ବିଭାଗ ଏବଂ ମନ୍ତ୍ରଣାଳୟର ୱେବ ପୋର୍ଟାଲରେ ସୂଚନା ଅପଲୋଡ କରିବା ଲାଗି ସାଧାରଣତଃ ଦାବି କରାଯାଇଥାଏ । ସେ କହିଥିଲେ ଯେ ନାଗରିକ ସେବାର ମାନ ଏବଂ ପାରଦର୍ଶିତାରେ ସୁଧାର ଆଣିବା ନିମନ୍ତେ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ କରାଯାଉଛି । ସେହିପରି ପ୍ରକୃତ ସମୟରେ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଟ୍ରାକ କରାଯାଇପାରୁଛି । ସେ କହିଥିଲେ ଯେ ଗତ ସପ୍ତାହରେ ପ୍ରଗତିର ବୈଠକରେ କେଦାରନାଥ ପୁନଃନିର୍ମାଣ କାର୍ଯ୍ୟ ଏକ ଡ୍ରୋନ କ୍ୟାମେରା ମାଧ୍ୟମରେ ସମୀକ୍ଷା କରାଯାଇଥିଲା । ସେ କହିଥିଲେ ଯେ ପ୍ରଗତି ବୈଠକ ଦ୍ୱାରା 9 ଲକ୍ଷ କୋଟି ଟଙ୍କା ନିବେଶ ମୂଲ୍ୟର ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବାରେ ସହାୟତା ମିଳିପାରୁଛି ।
ଯୋଗାଣ ଏବଂ ସମାଧାନ ମହାନିର୍ଦ୍ଦେଶାଳୟ ବନ୍ଦ କରାଯିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଦାହରଣ ଦେଇଥିଲେ । ସେ କହିଥିଲେ ଯେ ସରକାରୀ କ୍ରୟ ବର୍ତ୍ତମାନ ସରକାରୀ ଇ-ମାର୍କେଟ କିମ୍ବା ଜିଇଏମ ପ୍ଲାଟଫର୍ମରେ କରାଯାଉଛି । ଏହା ସରକାରୀ କ୍ରୟରେ ଦୁର୍ନୀତି ଦୂର କରୁଛି ଏବଂ ପାରଦର୍ଶିତା ଆଣୁଛି ବୋଲି ସେ ଉଲ୍ଲେଖ କରିଥିଲେ । ସରକାର-ନାଗରିକ ସମ୍ପର୍କରେ ମାନବୀୟ ହସ୍ତକ୍ଷେପକୁ ସର୍ବନିମ୍ନ କରିବା ସମ୍ପର୍କରେ ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ବ୍ୟବସ୍ଥାରେ ପାରଦର୍ଶିତା ବୃଦ୍ଧି ପାଇଲେ, ସରକାରଙ୍କ ପ୍ରତି ବିଶ୍ୱାସ ବୃଦ୍ଧି ପାଇଥାଏ ।
ସେ କହିଥିଲେ ଯେ ନାଗରିକମାନେ ସେମାନଙ୍କ ଅଧିକାର ଏବଂ କର୍ତ୍ତବ୍ୟ ବିଷୟରେ ସଚେତନ ହେବା ଉଚିତ । ସେ କହିଥିଲେ ଯେ “କାର୍ଯ୍ୟ ଅଧିକାର”ର ଗୁରୁତ୍ୱ ସମ୍ପର୍କରେ ସିଆଇସି ଲୋକମାନଙ୍କୁ କହିପାରିବେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଧିକାରର ସନ୍ଧାନରେ, କର୍ତ୍ତବ୍ୟକୁ ଭୁଲଯିବା ଉଚିତ ନୁହେଁ । ବର୍ତ୍ତମାନର ପରିସ୍ଥିତି ଏବଂ ଭବିଷ୍ୟତର ଆହ୍ୱାନକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଉତ୍ତରଦାୟୀ ପ୍ରତିଷ୍ଠାନ ନିଜର ଅଧିକାର ଏବଂ କର୍ତ୍ତବ୍ୟ ମଧ୍ୟରେ ତାରତମ୍ୟ ରଖିବା ଆବଶ୍ୟକ ବୋଲି ସେ ପ୍ରକାଶ କରିଥିଲେ ।
Democratic और Participative Governance के लिए Transparency और Accountability बहुत आवश्यक है। जब व्यवस्थाओं में पारदर्शिता आती है, लोगों के प्रति जिम्मेदारी बढ़ती है, उत्तरदायित्व का भाव होता है तो सरकारों के काम करने का तरीका और योजनाओं का Impact दोनों ही बदल जाते हैं: PM
— PMO India (@PMOIndia) March 6, 2018
साथियों, मैं मानता हूँ कि empowered citizen हमारे लोकतंत्र का सबसे मजबूत स्तंभ है। पिछले 4 वर्ष में आपने देखा है कि किस तरह केंद्र सरकार ने अलग-अलग माध्यमों के जरिए देश के लोगों को Inform और Empower करने का प्रयास किया है: PM
— PMO India (@PMOIndia) March 6, 2018
इतिहास में इस बात के अनेक उदाहरण मिलते हैं कि जब information को one way channel की तरह treat किया जाता है, तो उसके कितने गंभीर परिणाम निकलते हैं। इसलिए हमारी सरकार one dimensional approach के बजाय, आधुनिक Information Highway के सिद्धांत पर काम करती है: PM
— PMO India (@PMOIndia) March 6, 2018
आज के आधुनिक information highway के पाँच Pillars हैं जिन पर हम एक साथ काम कर रहे हैं। ये 5 Pillars हैं- Ask, Listen, Interact, Act, और Inform.
— PMO India (@PMOIndia) March 6, 2018
पहले स्तंभ Ask पर विस्तार से बात करूं, तो सरकार की पॉलिसी और प्रोजेक्ट में, बेहतर governance के लिए लोगों के हर तरह के सवालों को प्राथमिकता दी जाती है। MyGov जो दुनिया का सबसे बड़ा citizen engagement platform है, वहां लोग अपने तमाम सवालों के साथ सरकार के साथ जुड़ते हैं: PM
— PMO India (@PMOIndia) March 6, 2018
दूसरा Pillar है: ‘Listen’. आज देश में ऐसी सरकार है, जो लोगों की बात सुनती है। CPGRAMS, सोशल मीडिया पर जो सुझाव दिए जाते हैं, उन पर सरकार गंभीरता से ध्यान देती है। हमारी सरकार में अनेक बार लोगों से मिले सुझावों, उनके Feedback के बाद पॉलिसी में परिवर्तन तक किए गए हैं।
— PMO India (@PMOIndia) March 6, 2018
सवाल और सुझाव जितना ही महत्वपूर्ण है Interaction और ये Information highway का तीसरा Pillar है। मैं मानता हूं कि Interaction से सरकार और नागरिकों के बीच एक emotional connect भी स्थापित होता है: PM
— PMO India (@PMOIndia) March 6, 2018
Information highway का चौथा Pillar है- ‘Act’। सवाल-सुझाव-संवाद के बाद अगर Action में कमी रह जाए, तो सारी मेहनत व्यर्थ जानी तय है। GST के दौरान भी आपने देखा होगा कि कैसे शिकायतों पर त्वरित कार्रवाई करते हुए नए नियम बनाए गए और नियमों में बदलाव भी किया गया: PM
— PMO India (@PMOIndia) March 6, 2018
आज भारत तेजी के साथ digitally empowered society की ओर बढ़ रहा है। IT का इस्तेमाल न सिर्फ प्रक्रियाओं को आसान बनाने के लिए किया जा रहा है बल्कि इस तकनीक ने transparency और quality of service भी सुनिश्चित की है: PM
— PMO India (@PMOIndia) March 6, 2018
तय समय पर पूरी हो रही योजनाएं, तय लक्ष्य में पूरी हो रही योजनाएं, Next Generation Infrastructure बनाने में आई Speed, उनका Scale, ये तभी संभव हुआ है, जब बिल्कुल Ground Level पर जाकर प्रक्रियाओं को सुधारा गया है और Transparency स्थापित की गई है: PM @narendramodi
— PMO India (@PMOIndia) March 6, 2018
इस इमारत का ही उदाहरण लीजिए। CIC का गठन करीब 12 साल पहले किया गया था। तब से लेकर आयोग का कार्य किराए की इमारतों में चल रहा था। 2014 में NDA सरकार बनने के बाद सभी प्रक्रियाओं को तेज किया, इस इमारत के लिए 60 करोड़ रुपए स्वीकृत किए और तेजी से काम शुरू करवाया गया: PM
— PMO India (@PMOIndia) March 6, 2018
महत्वपूर्ण ये कि इसका निर्माण कार्य इस महीने के आखिर में पूरा होना था, लेकिन संबंधित विभागों ने सारा कार्य पूरा करके पिछले साल नवंबर में ही Commission को इसका कब्जा दे दिया: PM
— PMO India (@PMOIndia) March 6, 2018
मुझे याद है पिछले साल ही मुझे दिल्ली में ही डॉक्टर आंबेडकर इंटरनेशनल सेंटर के लोकार्पण का भी अवसर मिला था। इस सेंटर को बनाने का फैसला हुआ था 1992 में। लेकिन 23 साल तक कुछ नहीं हुआ। इसके बाद, इसी सरकार में शिलान्यास हुआ और लोकार्पण भी: PM
— PMO India (@PMOIndia) March 6, 2018
व्यवस्थाओं में जो ये बदलाव है, इसका विस्तार संसद से लेकर सड़क तक, प्रधानमंत्री कार्यालय से लेकर पंचायत भवन तक, हर तरफ देखा जा रहा है: PM
— PMO India (@PMOIndia) March 6, 2018
आपकी जानकारी में होगा कि अभी हाल ही में वाणिज्य मंत्रालय में कई दशक पुराना एक विभाग बंद हुआ है। ये विभाग था Directorate General of Supplies and Disposals. इसमें करीब ग्यारह सौ कर्मचारी थे, जिन्हें अब अलग-अलग विभागों में शिफ्ट किया जा रहा है: PM
— PMO India (@PMOIndia) March 6, 2018
आपकी जानकारी में ये होगा कि ये विभाग क्यों बंद हुआ है। हमारी सरकार ने Public Procurement के लिए GeM बनाया है, ये उसी का परिणाम है। सरकारी खरीद में होने वाले भ्रष्टाचार को खत्म करने में, सरकारी खरीद की प्रक्रिया को Transparent बनाने में GeM पोर्टल बड़ी भूमिका निभा रहा है: PM
— PMO India (@PMOIndia) March 6, 2018