Quoteଉଭୟ ନେତା ଭାରତ-ଡେନମାର୍କ ସବୁଜ ରଣନୀତି ଭାଗିଦାରୀ ଅଗ୍ରଗତିର ସମୀକ୍ଷା କରିଛନ୍ତି ଏବଂ ଉଚ୍ଚ ସ୍ତରୀୟ ଆଦାନ ପ୍ରଦାନ ଏବଂ ବଢୁଥିବା ସହଯୋଗକୁ ନେଇ ସନ୍ତୋଷ ପ୍ରକଟ କରିଛନ୍ତି
Quoteପ୍ରଧାନମନ୍ତ୍ରୀ ଫ୍ରେଡେରିକସେନ୍ ଭାରତର ଜି୨୦ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଏବଂ ଡେନମାର୍କର ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି
Quoteଆସନ୍ତା ୨୦୨୪ ରେ ଭାରତ-ଡେନମାର୍କ ସମ୍ପର୍କର ୭୫ ତମ ବାର୍ଷିକୀ ପାଳନ କରିବାକୁ ନେତାମାନେ ରାଜି ହୋଇଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡେନମାର୍କର ପ୍ରଧାନମନ୍ତ୍ରୀ ମାନ୍ୟବର ସୁଶ୍ରୀ ମେଟେ ଫ୍ରେଡେରିକସେନ୍‌ଙ୍କ ଟେଲିଫୋନ୍‍ ଯୋଗେ ଆଲୋଚନା କରିଛନ୍ତି ।

ଦ୍ୱିତୀୟ ଥର ପାଇଁ ଡେନମାର୍କର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଫ୍ରେଡେରିକସେନ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

ଦୁଇ ନେତା ଭାରତ-ଡେନମାର୍କ ସବୁଜ ରଣନୀତି ଭାଗିଦାରୀ ଅଗ୍ରଗତିର ସମୀକ୍ଷା କରିଥିଲେ । ସମ୍ପ୍ରତି ଉଚ୍ଚ ସ୍ତରୀୟ ଆଦାନ ପ୍ରଦାନ ଏବଂ ବଢୁଥିବା ସହଯୋଗରେ ସେମାନେ ସନ୍ତୋଷ ବ୍ୟକ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ ଜାରି ରହିଥିବା ଜି -୨୦ ରେ ଭାରତର ଅଧ୍ୟକ୍ଷତା ଏବଂ ଏହାର ପ୍ରମୁଖ ଅଗ୍ରାଧିକାର ଉପରେ ପ୍ରଧାନମନ୍ତ୍ରୀ ଫ୍ରେଡେରିକସେନ୍‌ଙ୍କୁ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଫ୍ରେଡେରିକସେନ୍ ଭାରତର ପଦକ୍ଷେପକୁ ପ୍ରଶଂସା କରିଥିଲେ ଏବଂ ଡେନମାର୍କର ପୂର୍ଣ୍ଣ ସମର୍ଥନ ଜଣାଇଥିଲେ ।

ଦୁଇ ନେତା ଆସନ୍ତା ବର୍ଷ ୨୦୨୪ ରେ ଭାରତ-ଡେନମାର୍କ ସମ୍ପର୍କର ୭୫ ତମ ବାର୍ଷିକୀ ପାଳନ କରିବାକୁ ସହମତ ହୋଇଥିଲେ ଏବଂ ସେମାନଙ୍କ ସମ୍ପର୍କକୁ ଅନ୍ୟାନ୍ୟ କ୍ଷେତ୍ରରେ ଦୃଢ କରିବାକୁ ସହମତ ହୋଇଥିଲେ ।

 

  • GAURANG.K.VAISHNAV. May 04, 2023

    માનનીય પ્રધામંત્રીશ્રી , નરેન્દ્ર ભાઈ મોદી જી, જય હાટકેશ, આપને જણાવવાનું કે દર વર્ષે ક --મોસમી વરસાદ અને પૂરને લીધે ખેડૂતો ને પાક નુકસાન થાય છે. અને સરકારી ગોદામ કે જે ઘણી જગ્યા એ ખુલ્લા છે.જો સરકારી ગોદામો શેડ વાળા હોય તો અનાજ કે પાક બગડતો અટકી શકે છે. પાછળ થી ખેડૂતો ને સહાય કરવી પડે છે એને બદલે જો સરકારી ગોડાઉન/ગોદામો છા પરા વાળા હૉય તો વરસાદ થી બચી શકાય તે મ છે. આ બાબતે યોગ્ય કાર્યવાહી કરવામાં આવે તો આપના આભારી થઈશું.
  • Gobind Kumar May 01, 2023

    Modi ji se hath jodkar nivedan Hai Ham aapse ek request karte hain aap Hamari sunvaee ki
  • ak garg26454 April 26, 2023

    Sir, Denmark provides free education upto Graduation to its citizens and also ranks high in Happiness index. why can' t we adopt it without delay! This single scheme can transform lives of middle class and guide India to attain Golden era by 2047 with Ease of living n Happiness!
  • Tala Sumitraben April 26, 2023

    the best p m modi ji
  • UDDHAV K. KHEDEKAR {DHARURKAR} April 26, 2023

    जय हो NaMo जी कि 🙏
  • sanjeev kumar April 26, 2023

    Jai ho
  • Vinod Sahu April 25, 2023

    रायसेन: उपार्जन केंद्र बने अवैध कमाई के केंद्र *शुभ चौपाल* बरेली (रायसेन) संवाददाता *तुलसी धाकड़* मो.8103690254 https://www.subhchoupal.com/15503/
  • Virji Sarsiya April 25, 2023

    the best p.m.
  • Jaysree April 25, 2023

    jaisreeram
  • Babaji Namdeo Palve April 25, 2023

    जय श्रीराम जय श्रीराम
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
How the makhana can take Bihar to the world

Media Coverage

How the makhana can take Bihar to the world
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାର 25, 2025
February 25, 2025

Appreciation for PM Modi’s Effort to Promote Holistic Growth Across Various Sectors