ଟିଏନ ଶେଷାନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀ ଟିଏନ ଶେଷାନ ଜଣେ ପ୍ରଖ୍ୟାତ ପ୍ରଶାସକ ଥିଲେ । ସେ ଅତ୍ୟନ୍ତ ନିଷ୍ଠା ଓ କର୍ମ ତତ୍ପରତାର ସହ ଭାରତର ସେବା କରିଥିଲେ । ନିର୍ବାଚନ ସଂସ୍କାରକୁ ନେଇ ତାଙ୍କର ପଦକ୍ଷେପ ଗଣତନ୍ତ୍ରକୁ ଅଧିକ ଶକ୍ତିଶାଳୀ ଓ ସହଭାଗିତାମୂଳକ କରିଥିଲା । ତାଙ୍କ ବିୟୋଗରେ ମୁଁ ମର୍ମାହତ । ଓମ ଶାନ୍ତି ।”
Shri TN Seshan was an outstanding civil servant. He served India with utmost diligence and integrity. His efforts towards electoral reforms have made our democracy stronger and more participative. Pained by his demise. Om Shanti.
— Narendra Modi (@narendramodi) November 10, 2019