ସୀମାନ୍ତ ଗ୍ରାମ ହେମ୍ୟାରେ ଟ୍ୟାପ୍ ପାଣି ପହଞ୍ଚିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଗିରିରାଜ ସିଂଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:
‘ଏହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିବ । ସୀମାନ୍ତବର୍ତ୍ତୀ ପ୍ରକଳ୍ପର ବିକାଶ ଦିଗରେ ଆମର ପ୍ରୟାସକୁ ଦେଖିବା ଖୁସିଜନକ । ଦଶନ୍ଧି ଧରି ଆମ ସୀମାବର୍ତ୍ତୀ ଅଞ୍ଚଳକୁ ଅଣଦେଖା କରାଯାଇଥିଲା । କିନ୍ତୁ ଏବେ ସେଠାରେ ବିକାଶର ଆବଶ୍ୟକତାକୁ ପ୍ରାଥମିକତା ଦିଆଯାଉଛି ।’
This will make every Indian proud. It is heartening to see our efforts towards developing border areas getting a big impetus. For decades, our border areas were ignored but now their development needs are getting top priority. https://t.co/AvXDhOqgZP
— Narendra Modi (@narendramodi) May 12, 2023