ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁତ୍ର ନଦୀ ତଳେ ଏଚଡିଡି ପଦ୍ଧତିରେ ୨୪ ଇଞ୍ଚ ବ୍ୟାସର ପ୍ରାକୃତିକ ଗ୍ୟାସ ପାଇପଲାଇନ ନିର୍ମାଣ ସହ ପୂର୍ବୋତ୍ତରର ପ୍ରମୁଖ ମାଇଲଷ୍ଟୋନ୍ ଗ୍ୟାସ୍ ଗ୍ରୀଡ୍ ପକ୍ରଳ୍ପକୁ ପ୍ରଶଂସା କରିଛନ୍ତି ।
ଏସିଆର ଦୀର୍ଘତମ ଏବଂ ଦୁନିଆର ଦ୍ୱିତୀୟ ଦୀର୍ଘତମ ନଦୀପାର୍ ହାଇଡ୍ରୋକାର୍ବନ ପାଇପଲାଇନ ଭାବେ ରେକର୍ଡ କରିବା ବାବଦରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଏକ ଟୁଇଟକୁ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:
Exemplary! https://t.co/G3fTc97eul
— Narendra Modi (@narendramodi) April 26, 2023