ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାଲ୍ମିକୀ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ମହର୍ଷି ବାଲ୍ମିକୀଙ୍କ ବିଷୟରେ ତାଙ୍କ ଚିନ୍ତାଧାରାର ଏକ ଭିଡିଓ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଦେଶବାସୀଙ୍କୁ ବାଲ୍ମିକୀ ଜୟନ୍ତୀର ଶୁଭକାମନା!”
देशवासियों को वाल्मीकि जयंती की शुभकामनाएं। pic.twitter.com/2HAWjcia8B
— Narendra Modi (@narendramodi) October 9, 2022