ପବିତ୍ର ଜନ୍ମାଷ୍ଟମୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ସମସ୍ତ ଦେଶବାସୀଙ୍କୁ ପବିତ୍ର ଜନ୍ମାଷ୍ଟମୀ ଅବସରରେ ଅନେକ ଅନେକ ଶୁଭକାମନା । ଜୟ ଶ୍ରୀକୃଷ୍ଣ! ଜନ୍ମାଷ୍ଟମୀ ଶୁଭ ଅବସରରେ ଶୁଭେଚ୍ଛା । ଜୟ ଶ୍ରୀକୃଷ୍ଣ!”
सभी देशवासियों को जन्माष्टमी के पावन पर्व की बहुत-बहुत शुभकामनाएं। जय श्रीकृष्ण!
— Narendra Modi (@narendramodi) August 11, 2020
Best wishes on the auspicious occasion of Janmashtami. Jai Shri Krishna!