ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଛ ନବବର୍ଷ ଆଷାଢୀ ବିଜର ପବିତ୍ର ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି, କଛ ନବବର୍ଷ – ଆଷାଢୀ ବିଜ କଛର ଭାଇ ଓ ଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।
ଭାରତ ଓ ବିଦେଶରେ ରହି କଛର ପାରମ୍ପରିକ କଳା ଓ ସଂସ୍କୃତିକୁ ସାଇତି ରଖିଥିବା ଦୃଢ ଓ ମଜବୁତ କଛ ଭାଇ ଓ ଭଉଣୀମାନଙ୍କୁ ରାମ ରାମ ଜଣାଉଛି ।
કચ્છી નયે વરે - અષાઢી બીજ જો મેડે કચ્છી ભા ભેણે કે મુંજી લખ લખ વધાઈયું
— Narendra Modi (@narendramodi) July 12, 2021
કચ્છજી ભાતીગળ કલા અને સાંસ્કૃતિક વારસેજો જતન કરીધલ કચ્છજી ખડતલ ખમીરવંતી પરજા ડેસ અને પરડેશ મેં વસધલ કચ્છી ભા ભેણે કે મું તરફ થી નયે વરે જા રામ રામ.