ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀ ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି, ଶୁଭଫଳ, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରଧାନମନ୍ତ୍ରୀ ମା’ ଦୁର୍ଗାଙ୍କୁ ପ୍ରାର୍ଥନା କରିଛନ୍ତି ।
ଏଥିସହ ଶ୍ରୀ ମୋଦୀ ନବରାତ୍ରୀର ପ୍ରଥମ ଦିନରେ ମା’ ଶାଳିଆପୁତ୍ରୀଙ୍କୁ ମଧ୍ୟ ଆରଧନା କରିଛନ୍ତି । ସେ ନାଗରିକଙ୍କ ଶକ୍ତି ଏବଂ ସମୃଦ୍ଧି ପ୍ରାର୍ଥନା କରିଛନ୍ତି ।
ଏକାଧିକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ଦେଶବାସୀଙ୍କୁ ନବରାତ୍ରୀର ଅନେକ ଶୁଭକାମନା । ଶକ୍ତି ପ୍ରଦାୟିନୀ ମା’ ଦୁର୍ଗା ସମସ୍ତଙ୍କ ଜୀବନରେ ସୁଖ-ସମୃଦ୍ଧି, ସୌଭାଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଦିଅନ୍ତୁ । ଜୟ ମାତା ଦୀ’ ।
‘ନବରାତ୍ରୀର ପ୍ରଥମ ଦିନରେ ମା’ ଶାଳିଆପୁତ୍ରୀଙ୍କ ଚରଣରେ କୋଟି କୋଟି ପ୍ରଣାମ । ଦେଶବାସୀଙ୍କୁ ଶକ୍ତି ଏବଂ ସମୃଦ୍ଧିର ଆଶୀର୍ବାଦ ଦେବାକୁ ପ୍ରାର୍ଥନା କରିଛି ।’
‘ଆଜିଠାରୁ ଆରମ୍ଭ ହୋଇଥିବା ନବରାତ୍ରୀ ଉତ୍ସବର ହାର୍ଦ୍ଦିକ ଶୁଭକାମନା..’
ମା’ ନବଦୁର୍ଗା ଆପଣଙ୍କ ଜୀବନରେ ଶାନ୍ତି, ସମୃଦ୍ଧି ଏବଂ ସ୍ୱାସ୍ଥ୍ୟର ଆଶୀର୍ବାଦ ଦିଅନ୍ତୁ!
ବୋଲୋ ଜୟ ମା’ ଅମ୍ବେ.. ।’
देशवासियों को नवरात्रि की ढेरों शुभकामनाएं। शक्ति प्रदायिनी मां दुर्गा हर किसी के जीवन में सुख-समृद्धि, सौभाग्य और उत्तम स्वास्थ्य लेकर आएं। जय माता दी!
— Narendra Modi (@narendramodi) October 15, 2023
नवरात्रि के पहले दिन मां शैलपुत्री के चरणों में कोटि-कोटि वंदन। उनसे प्रार्थना है कि वे देश के जन-जन को शक्ति और समृद्धि का आशीर्वाद दें। pic.twitter.com/JdyL0aOe9p
— Narendra Modi (@narendramodi) October 15, 2023
આજથી પ્રારંભ થતા નવરાત્રી પર્વની આપ સૌને હ્રદયપૂર્વકની શુભેચ્છાઓ…..
— Narendra Modi (@narendramodi) October 15, 2023
મા નવદુર્ગા આપના જીવનમાં શાંતિ, સમૃદ્ધિ અને તંદુરસ્તી લાવે એ જ પ્રાર્થના !
બોલ મારી અંબે જય જય અંબે…।