ତେଲୁଗୁ ଭାଷା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ତେଲୁଗୁ ଭାଷା ଦିବସରେ ଶୁଭେଚ୍ଛା । ତେଲୁଗୁ ଭାଷାକୁ ଲୋକପ୍ରିୟ କରୁଥିବା ବ୍ୟକ୍ତି ବିଶେଷ ବିଶେଷ କରି ଯୁବକମାନଙ୍କୁ ଆମେ ପ୍ରଶଂସା କରୁଛୁ । ମୁଁ ମହାନ ଗିଡୁଗୁ ଭେଙ୍କଟ ରାମମୂର୍ତ୍ତିଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି, ଯାହାଙ୍କ ଚିନ୍ତାଧାରା, ଲେଖା ଏବଂ ସାମାଜିକ ସଂସ୍କାରର ପ୍ରୟାସ ନୂତନ ପିଢି ଉପରେ ଏକ ସ୍ଥାୟୀ ପ୍ରଭାବ ପକାଇପାରିଛି” ।
Greetings on Telugu Language Day. Today we appreciate all those who are making Telugu popular, especially among the youth. I also pay tributes to the great Gidugu Venkata Ramamurthy, whose thoughts, writings and social reform endeavours have left a lasting impact on generations.
— Narendra Modi (@narendramodi) August 29, 2020
తెలుగు భాషా దినోత్సవ శుభాకాంక్షలు. తెలుగు భాషాభివృద్ధికి పాటుపడుతున్న అందరికీ ముఖ్యంగా యువతకి నా ధన్యవాదాలు.
— Narendra Modi (@narendramodi) August 29, 2020
తన సాహిత్యంతో, తన సాంఘిక సంస్కరణా దృక్పథంతో ఎన్నో తరాల పై చెరగని ముద్ర వేసిన గిడుగు వెంకట రామమూర్తి గారికి ఈ రోజు నేను నివాళులు అర్పిస్తున్నాను.