ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପାର୍ସି ନବବର୍ଷ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି,
“ପାର୍ସି ନବବର୍ଷର ଶୁଭେଚ୍ଛା । ବର୍ଷଟି ଆପଣମାନଙ୍କୁ ଖୁସି, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରୁ ବୋଲି କାମନା କରୁଛି । ନଭରୋଜ ମୁବାରକ!”
Greetings on Parsi New Year. May the coming year be filled with joy, prosperity and good health. Navroz Mubarak!
— Narendra Modi (@narendramodi) August 16, 2022