ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ମତଦାତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
“ଜାତୀୟ ମତଦାତା ଦିବସର ଅଭିନନ୍ଦନ । ଆମର ନିର୍ବାଚନ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ ଓ ସହଭାଗୀ କରିବା ଦିଗରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ପ୍ରଚେଷ୍ଟା ପାଇଁ ଆମେ ତାଙ୍କୁ କୃତଜ୍ଞତା ଜଣାଉଛୁ । ଏହି ଦିନ ମତଦାତା ସଚେତନତା ବୃଦ୍ଧି କରିବା ଏବଂ ମତଦାନ କରିବା ଦିଗରେ ଆମକୁ କାମ କରିବା ଲାଗି ପ୍ରେରଣା ଦେଉଛି, ଯାହା ଆମର ଗଣତନ୍ତ୍ରକୁ ଅଧିକ ମଜବୁତ କରୁଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Greetings on National Voters Day.
— Narendra Modi (@narendramodi) January 25, 2020
We express gratitude to ECI for their many efforts towards making our electoral process more vibrant and participative.
May this day inspire us to work towards increased voter awareness and turnout, which makes our democracy stronger