ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିନ୍ଦୀ ଦିବସ ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି-
“ ଆପଣ ସମସ୍ତଙ୍କୁ ହିନ୍ଦୀ ଦିବସରେ ବହୁତ ବହୁତ ଶୁଭେଚ୍ଛା । ହିନ୍ଦୀଭାଷାକୁ ଏକ ସକ୍ଷମ ଏବଂ ସମର୍ଥ ଭାଷା କରି ଗଢିବାରେ ଭିନ୍ନ-ଭିନ୍ନ ପ୍ରାନ୍ତରରେ ଥିବା ଜନସାଧାରଣଙ୍କର ଉଲ୍ଲେଖନୀୟ ଭୂମିକା ରହିଛି । ଏହା ଆପଣମାନଙ୍କର ସମସ୍ତଙ୍କର ପ୍ରୟାସର ପରିଣାମ ଯୋଗୁଁ ହୋଇପାରିଛି । ବିଶ୍ୱ ଦରବାରରେ ହିନ୍ଦୀ ଭାଷା ଲଗାତାର ଭାବେ ନିଜର ପରିଚୟକୁ ବଜାୟ ରଖିପାରିଛି ।”
आप सभी को हिन्दी दिवस की ढेरों बधाई। हिन्दी को एक सक्षम और समर्थ भाषा बनाने में अलग-अलग क्षेत्रों के लोगों ने उल्लेखनीय भूमिका निभाई है। यह आप सबके प्रयासों का ही परिणाम है कि वैश्विक मंच पर हिन्दी लगातार अपनी मजबूत पहचान बना रही है।
— Narendra Modi (@narendramodi) September 14, 2021