ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୀତା ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
"भारतामृत सर्वस्वं विष्णोर्वक्त्राद्विनिः सृतम्।
गीता गंगोदकं पीत्वा पुनर्जन्म न विद्यते।।
ଦେଶବାସୀଙ୍କୁ ଗୀତା ଜୟନ୍ତୀର ଅଜସ୍ର ଶୁଭେଚ୍ଛା । ଶ୍ରୀମଦ୍ଭଗବତଗୀତା ଶହ ଶହ ବର୍ଷ ଧରି ମାନବତାର ମାର୍ଗଦର୍ଶନ କରି ଆସୁଛି । ଅଧ୍ୟାତ୍ମ ଓ ଜୀବନ-ଦର୍ଶନ ସହ ଜଡିତ ଏହି ମହାନ ଗ୍ରନ୍ଥ ସବୁ ଯୁଗରେ ପଥ ପ୍ରଦର୍ଶକ ହୋଇ ରହିଥିବ ।”
भारतामृत सर्वस्वं विष्णोर्वक्त्राद्विनिः सृतम्।
— Narendra Modi (@narendramodi) December 3, 2022
गीता गंगोदकं पीत्वा पुनर्जन्म न विद्यते।।
सभी देशवासियों को गीता जयंती की अनंत शुभकामनाएं। श्रीमद्भगवद्गीता सदियों से मानवता का मार्गदर्शन करती आई है। अध्यात्म और जीवन-दर्शन से जुड़ा यह महान ग्रंथ हर युग में पथ प्रदर्शक बना रहेगा।