ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଦ୍-ଉଲ୍-ଅଦ୍ହା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ୍ସରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି;
“ଇଦ୍-ଉଲ୍-ଅଦ୍ହାର ଶୁଭେଚ୍ଛା ! ଏହି ବିଶେଷ ଉତ୍ସବ ଆମ ସମାଜରେ ସୌହାର୍ଦ୍ଧ୍ୟ ଏବଂ ଏକତାର ବନ୍ଧନକୁ ଅଧିକ ମତଭୂତ କରିବ । ସମସ୍ତେ ଖୁସି ଏବଂ ସୁସ୍ଥ ରୁହନ୍ତୁ ।”
Greetings on Eid-ul-Adha! May this special occasion further cement the bonds of harmony and togetherness in our society. May everyone be happy and healthy.
— Narendra Modi (@narendramodi) June 17, 2024