ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ସ୍ଥାପନ ଦିବସ ଅବସରରେ ଉତ୍ତରାଖଣ୍ଡବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଉତ୍ତରାଖଣ୍ଡବାସୀଙ୍କୁ ରାଜ୍ୟ ସ୍ଥାପନ ଦିବସର ଶୁଭେଚ୍ଛା । ଏହି ରାଜ୍ୟର ବ୍ୟକ୍ତିମାନେ ଦେଶ ନିର୍ମାଣ ପାଇଁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି । ଆଗାମୀ ଦିନରେ ଉତ୍ତରାଖଣ୍ଡ ଆହୁରି ପ୍ରଗତି କରୁ ବୋଲି କାମନା ।”
Statehood Day greetings to the people of Uttarakhand. This is a state closely associated with nature and spirituality. People from this state are making phenomenal contributions, across many sectors, to nation building. May Uttarakhand keep progressing in the coming years.
— Narendra Modi (@narendramodi) November 9, 2022