ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଆଧ୍ୟାତ୍ମ, ଜ୍ଞାନ ଏବଂ ଶିକ୍ଷାର ତପୋଭୂମି ଉତ୍ତରପ୍ରଦେଶର ନିଜ ସମସ୍ତ ପରିମାରଜନଙ୍କୁ ରାଜ୍ୟ ସ୍ଥାପନା ଦିବସର ଅନେକ ଶୁଭକାମନା । ଗତ ୭ ବର୍ଷରେ ରାଜ୍ୟର ପ୍ରଗତି ଏକ ନୂଆ କାହାଣୀ ଲେଖିଛି, ଯେଉଁଥିରେ ଜନସାଧାରଣ ରାଜ୍ୟ ସରକାରଙ୍କ ସହ ବେଶ୍ ସକ୍ରିୟ ଭାବେ ଭାଗୀଦାର ହୋଇଛନ୍ତି । ମୋର ବିଶ୍ୱାସ ଯେ ବିକଶିତ ଭାରତର ସଂକଳ୍ପ ଯାତ୍ରାରେ ଉତ୍ତରପ୍ରଦେଶ ଏକ ପ୍ରମୁଖ ଭୂମିକା ନିଭାଇବ ।’
अध्यात्म, ज्ञान और शिक्षा की तपोभूमि उत्तर प्रदेश के अपने सभी परिवारजनों को राज्य के स्थापना दिवस की अनेकानेक शुभकामनाएं। बीते सात वर्षों में प्रदेश ने प्रगति की एक नई गाथा लिखी है, जिसमें राज्य सरकार के साथ जनता-जनार्दन ने भी बढ़-चढ़कर भागीदारी की है। मुझे विश्वास है कि विकसित…
— Narendra Modi (@narendramodi) January 24, 2024