ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ସ୍ଥାପନ ଦିବସ ଅବସରରେ ମେଘାଳୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ମେଘାଳୟବାସୀଙ୍କୁ ରାଜ୍ୟ ସ୍ଥାପନା ଦିବସର ଶୁଭେଚ୍ଛା । ଏହି ରାଜ୍ୟ ନିଜ ପ୍ରାଣୋଚ୍ଛଳ ସଂସ୍କୃତି ବିଶେଷତଃ ସଂଗୀତ, କଳା ଓ କ୍ରୀଡା ପ୍ରତି ଆଗ୍ରହ ପାଇଁ ପରିଚିତ । ମେଘାଳୟର ଲୋକେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଛନ୍ତି । ଆଗାମୀ ଦିନରେ ମେଘାଳୟର ନିରନ୍ତର ପ୍ରଗତି କାମନା କରୁଛି ।”
Greetings to the people of Meghalaya on their Statehood Day. This state is known for its vibrant culture, particularly music, art and passion towards sports. People from Meghalaya have excelled in diverse fields. I pray for Meghalaya’s continuous progress in the years to come.
— Narendra Modi (@narendramodi) January 21, 2023