ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଣିପୁର, ମେଘାଳୟ ଏବଂ ତ୍ରିପୁରାବାସୀଙ୍କୁ ସେମାନଙ୍କ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ମଣିପୁର, ମେଘାଳୟ ଏବଂ ତ୍ରିପୁରାବାସୀଙ୍କୁ ସେମାନଙ୍କ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା । ଏହି ରାଜ୍ୟଗୁଡ଼ିକ ଭାରତର ବିକାଶରେ ବ୍ୟାପକ ଯୋଗଦାନ ଦେଉଛନ୍ତି । ସେମାନଙ୍କର ନିରନ୍ତର ପ୍ରଗତି ପାଇଁ ପ୍ରାର୍ଥନା କରୁଛି ।”
Greetings to the people of Manipur, Meghalaya and Tripura on their Statehood Days. These states are making vibrant contributions to India’s development. Praying for their constant progress.
— Narendra Modi (@narendramodi) January 21, 2022