ରାଜ୍ୟ ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଆବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;
“ଗୋଆ ରାଜ୍ୟ ସ୍ଥାପନା ଦିବସ ଅବସରରେ ଗୋଆବାସୀଙ୍କୁ ଶୁଭକାମନା ଜଣାଉଛି । ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିଶ୍ରମୀ ଲୋକଙ୍କୁ ନେଇ ଏହି ରାଜ୍ୟ ପରିପୂର୍ଣ୍ଣ । ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଏହା ଲୋକଙ୍କୁ ଆକର୍ଷିତ କରୁଛି । ଆଗାମୀ ଦିନରେ ଗୋଆର ଉତ୍ତରୋତ୍ତର ସମୃଦ୍ଧି କାମନା କରୁଛି ।”
On Goa Statehood Day, my greetings to the people of Goa. This is a state blessed with scenic natural beauty and industrious people. It draws people from all parts of the world. I pray that Goa continues to scale new heights of progress in the coming years.
— Narendra Modi (@narendramodi) May 30, 2022