ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଗାଲାଣ୍ଡର ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଏକ୍ସ ପୋଷ୍ଟରେ କହିଛନ୍ତି:
‘ନାଗାଲାଣ୍ଡବାସୀଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସର ଶୁଭେଚ୍ଛା । ରାଜ୍ୟର ଆକର୍ଷଣୀୟ ଇତିହାସ, ରଙ୍ଗୀନ ଉତ୍ସବ ଏବଂ ହୃଦୟବାନ ଲୋକେ ବେଶ୍ ପ୍ରଶଂସନୀୟ । ଏହି ଦିନ ନାଗାଲାଣ୍ଡର ବିକାଶ ତଥା ସଫଳତାର ଯାତ୍ରା ସୁଦୃଢ଼ କରୁ ।’
Happy Statehood Day to the people of Nagaland. The state’s fascinating history, colorful festivals and warm-hearted people are greatly admired. May this day reinforce Nagaland’s journey towards growth and success.
— Narendra Modi (@narendramodi) December 1, 2023