ଇଦ-ଅଲ-ଅଜହା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଇଦ ମୁବାରକ! ଇଦ-ଅଲ-ଅଜହାର ଶୁଭେଚ୍ଛା । ଏହି ପର୍ବ ଏକ ନ୍ୟାୟପୂର୍ଣ୍ଣ, ସୁସଂଗତ ଏବଂ ସମାବେଶୀ ସମାଜ ଗଠନ ପାଇଁ ଆମକୁ ପ୍ରେରଣା ଦେଉ । ଭ୍ରାତୃତ୍ୱ ଏବଂ କରୁଣାର ଭାବନା ଜାଗୃତ ହେଉ ।
Eid Mubarak!
— Narendra Modi (@narendramodi) August 1, 2020
Greetings on Eid al-Adha. May this day inspire us to create a just, harmonious and inclusive society. May the spirit of brotherhood and compassion be furthered.