ଆଇଟିବିପିର ପ୍ରତିଷ୍ଠା ଦିବସରେ ଆଇଟିବିପି ହିମବୀର ଏବଂ ସେମାନଙ୍କ ପରିବାରଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅେଇଟିବିପିକୁ ବୀରତା ଏବଂ ସମର୍ପଣର ପ୍ରତୀକ ଭାବେ ପ୍ରଶଂସା କରିଛନ୍ତି । ସେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେମାନଙ୍କ ପ୍ରଚେଷ୍ଟା ଓ ଉଦ୍ଧାର କାର୍ଯ୍ୟକୁ ପ୍ରଶଂସା କରିଥିଲେ ଯାହାକି ଲୋକଙ୍କ ମନରେ ଅତ୍ୟନ୍ତ ଗର୍ବର ଭାବନା ପ୍ରେରିତ କରିଥାଏ ।
ଶ୍ରୀ ମୋଦୀ ଏକ୍ସ ରେ ଲେଖିଛନ୍ତି:
“ଆଇଟିବିପି ହିମବୀର ଏବଂ ସେମାନଙ୍କ ପରିବାରଙ୍କୁ ପ୍ରତିଷ୍ଠା ଦିବସର ଶୁଭେଚ୍ଛା । ବୀରତ୍ୱ ଏବଂ ସମର୍ପଣ ଭାବନାର ପ୍ରତୀକ ଭାବେ ଏହା ଅଗ୍ରଣୀ ହୋଇ ରହିଛି । ବିପଦପୂର୍ଣ୍ଣ ଭୂଭାଗ ଏବଂ କଠିନ ପାଣିପାଗ ସ୍ଥିତି ସମେତ ବିଭିନ୍ନ ସମୟରେ ସେମାନେ ଆମକୁ ସୁରକ୍ଷା ଦେଇଥାନ୍ତି । ଏଥିସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେମାନଙ୍କ ପ୍ରଚେଷ୍ଟା ଓ ଉଦ୍ଧାର କାର୍ଯ୍ୟ ଲୋକଙ୍କ ମନରେ ଗର୍ବର ଭାବନା ଆଣିଥାଏ । @ITBP_official”
Raising Day greetings to ITBP Himveers and their families. This Force stands tall as a symbol of valour and dedication. They protect us, including in some of the most challenging terrains and tough climatic conditions. Additionally, their efforts during natural disasters and… pic.twitter.com/DaeiubASbe
— Narendra Modi (@narendramodi) October 24, 2024