ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସିଭିଲ ସେବା ଦିବସ ଅବସରରେ ସିଭିଲ ସେବା ଅଧିକାରୀ ଓ ସେମାନଙ୍କର ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ସେ ଦେଶରେ ସଭିଲ ସେବାର ପ୍ରବର୍ତକ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ସିଭିଲ ସେବା ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜଣାଉଛି । କୋଭିଡ-19ର ସଫଳ ମୁକାବିଲା ପାଇଁ ଏହି ଅଧିକାରୀଗଣ ଯେଉଁ ଉଦ୍ୟମ ଚଳାଇଛନ୍ତି ତାହାକୁ ମଧ୍ୟ ପ୍ରଶଂସା କରୁଛି । ସେମାନେ 24 ଘଣ୍ଟା କାମ କରି ବିପନ୍ନଙ୍କୁ ସାହାଯ୍ୟ କରିବା ସହ ସମସ୍ତଙ୍କୁ ସୁସ୍ଥ ରଖିବାକୁ ଉଦ୍ୟମ ଚଳାଇଛନ୍ତି ।
ଭାରତରେ ସିଭିଲ ସେବା ବା ପ୍ରଶାସନିକ ବ୍ୟବସ୍ଥାର ମୂଳଦୁଆ ପକାଇଥିବା ସର୍ଦ୍ଦାର ପଟେଲଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେଉଁ ବ୍ୟବସ୍ଥା ଓ ଢାଂଚା ତିଆରି କହିଥିଲେ ତାହା ପ୍ରଗତିବାଦୀ ଏବଂ ଅନୁକମ୍ପା ମୂଳକ ଥିଲା ।
Today, on Civil Services Day I convey greetings to all Civil Servants and their families.
— Narendra Modi (@narendramodi) April 21, 2020
I appreciate their efforts in ensuring India successfully defeats COVID-19. They are working round the clock, assisting those in need and ensuring everyone is healthy.