ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ସିଏ ଦିବସ ଅବସରରେ ସମସ୍ତ ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନଙ୍କୁ ଶୁଭେଚ୍ଛା । ଭାରତର ପ୍ରଗତିରେ ଏହି ଗୋଷ୍ଠୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଉତ୍କର୍ଷତା ଉପରେ ଧ୍ୟାନ ରଖିବାକୁ ମୁଁ ସମସ୍ତ ସିଏ ମାନଙ୍କୁ ଆହ୍ଵାନ କରୁଛି ଯାହାଦ୍ଵାରା ଭାରତୀୟ ସଂସ୍ଥାଗୁଡ଼ିକ ବିଶ୍ଵ ସ୍ତରରେ ସର୍ବୋତ୍ତମ ଭାବରେ ଉଭା ହେବେ” ।
Greetings to all Chartered Accountants on CA Day. This community has a vital role in India’s progress. I call upon all CAs to keep the focus on excellence so that Indian firms emerge as one of the best globally.
— Narendra Modi (@narendramodi) July 1, 2021