ତିରୁଅନନ୍ତପୁରମର କେନ୍ଦ୍ରୀୟ ଷ୍ଟେସନ ଠାରେ ଆଜି ତିରୁଅନନ୍ତପୁରମ ଏବଂ କସାରଗୋଡ ମଧ୍ୟରେ କେରଳର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପତାକା ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚିବା ପରେ ତିରୁଅନନ୍ତପୁରମ – କସାରଗୋଡ ବନ୍ଦେ ଭାରତ ଏକ୍ସପ୍ରେସକୁ ନିରୀକ୍ଷଣ କରିଥିଲେ ଏବଂ ଟ୍ରେନ୍ କର୍ମଚାରୀ ମାନଙ୍କ ସହିତ ତଥା ପିଲା ମାନଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲେ । 

|
|
|
|
|

ଏହି ଟ୍ରେନ ତିରୁଅନନ୍ତପୁରମ, କୋଲାମ, କୋଟାୟାମ, ଏର୍ଣ୍ଣାକୁଲମ୍‌, ତ୍ରିସୁର, ପାଲକ୍କଡ, ପଠାନମିତ୍ର, ମାଲାପୁରମ୍‌, କୋଜିକୋଡ, କୁନ୍ନୁର ଏବଂ କସାରଗୋଡ ଭଳି ୧୧ ଟି ଜିଲ୍ଲା ଦେଇ ଯାତାୟତ କରିବ ।

ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟ୍‌ରେ  ଉଲ୍ଲେଖ କରିଛନ୍ତି :

କେରଳର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଆରମ୍ଭ କରାଯାଇଛି, ଯାହା ତିରୁଅନନ୍ତପୁରମ ଠାରୁ କସାରଗୋଡ ପର୍ଯ୍ୟନ୍ତ ସଂଯୋଗକୁ ବୃଦ୍ଧି କରିବ ।

ପ୍ରଧାନମନ୍ତ୍ରୀଙ୍କ ସହ କେରଳର ରାଜ୍ୟପାଳ ଶ୍ରୀ ଆରିଫ ମହମ୍ମଦ ଖାନ, କେରଳର ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାଇ ବିଜୟନ୍ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । 

The Prime Minister was accompanied by the Governor of Kerala, Shri Arif Mohammed Khan, the Chief Minister of Kerala, Shri Pinarayi Vijayan and the Union Minister for Railways, Shri Ashwini Vaishnaw.

  • Raj kumar Das VPcbv April 28, 2023

    नया भारत विकसित भारत💪✌️✌️
  • sreekumar ks April 27, 2023

    excellent So beautiful
  • Ravi Bajpai April 27, 2023

    जय हिन्द
  • डा सी जी मौर्य April 26, 2023

    देश के विकास ओर अग्रसर,,
  • Santosh Dhabe April 26, 2023

    nice job sir!
  • Vishal Johny April 26, 2023

    Congratulations 👏
  • PRATAP SINGH April 26, 2023

    🇮🇳🇮🇳🇮🇳🇮🇳🇮🇳🇮🇳 वंदे मातरम् वंदे मातरम् 🇮🇳🇮🇳🇮🇳🇮🇳🇮🇳🇮🇳
  • Tala Sumitraben April 26, 2023

    congratulations sir ji
  • Rajkumar Yadav April 26, 2023

    जय हिन्द जय भारत
  • Dipanshu Arora April 26, 2023

    namo namo narender modi ji jindabaad bjp jindabad bhartiye janta party jindabad
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
'New India's Aspirations': PM Modi Shares Heartwarming Story Of Bihar Villager's International Airport Plea

Media Coverage

'New India's Aspirations': PM Modi Shares Heartwarming Story Of Bihar Villager's International Airport Plea
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 7, 2025
March 07, 2025

Appreciation for PM Modi’s Effort to Ensure Ek Bharat Shreshtha Bharat