ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ତଟରକ୍ଷୀ ବାହିନୀ ପରିବାରକୁ ସେମାନଙ୍କ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଭାରତୀୟ ତଟରକ୍ଷୀ ବାହିନୀ ପରିବାରକୁ ସେମାନଙ୍କର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା
ଏକ ଗୁରୁତ୍ୱପୂର୍ଣ୍ଣ ସାମରିକ ସଂଗଠନ, ଆମର ତଟରକ୍ଷୀ ବାହିନୀ ହେଉଛି ଏକ ଦକ୍ଷ ଉତ୍କୃଷ୍ଟ ଦଳ, ଯେଉଁମାନେ ଆମର ଉପକୂଳକୁ ନିରନ୍ତର ଭାବରେ ସୁରକ୍ଷିତ କରନ୍ତି ଏବଂ ମାନବିକତାର କାର୍ଯ୍ୟକଳାପରେ ମଧ୍ୟ ଆଗରେ ରହିଥାନ୍ତି ।”
Best wishes to the Indian Coast Guard family on their Raising Day.
— Narendra Modi (@narendramodi) February 1, 2022
An organisation of great strategic importance, our Coast Guard is an outstanding team of professionals, who steadfastly secure our coasts and also are at the forefront of humanitarian efforts. @IndiaCoastGuard pic.twitter.com/3OiyQ1ZJfo