ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡ଼ୁରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମ ଏବଂ ଯୁବବର୍ଗଙ୍କ ମଧ୍ୟରେ ନୂଆ ବର୍ଷ ଆରମ୍ଭ କରିବାକୁ ନେଇ ଗର୍ବ ଏବଂ ଖୁସି ବ୍ୟକ୍ତ କରିଛନ୍ତି ।
ସେ ତିରୁଚିରାପଲ୍ଲୀରେ ଭାରତୀଦାସନ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହର ଫଟୋ ମଧ୍ୟ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ବହୁତ ଖୁସିର କଥା ଯେ ୨୦୨୪ର ମୋର ପ୍ରଥମ ସାର୍ବଜନୀନ କାର୍ଯର୍୍ୟକ୍ରମ ମହାନ ରାଜ୍ୟ ତାମିଲନାଡ଼ୁରେ ହୋଇଛି ଏବଂ ତାହା ପୁଣି ଆମ ଯୁବ ଶକ୍ତିଙ୍କ ଗହଣରେ । ଏଠାରେ ତିରୁଚିରାପଲ୍ଲୀରେ ଭାରତୀଦାସଦ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହର କେତେକ ଝଲକ ।’
It is a matter of immense joy that my first public programme of 2024 took place in the great state of Tamil Nadu and that too among our Yuva Shakti.
— Narendra Modi (@narendramodi) January 2, 2024
Here are glimpses from the convocation at the Bharathidasan University in Tiruchirappalli. pic.twitter.com/hUi1JYFuUq
2024-ஆம் ஆண்டின் எனது முதல் பொதுக்கூட்டம், சிறப்பு வாய்ந்த தமிழ்நாட்டில், நமது இளைஞர்கள் மத்தியில் நடைபெறுவது மட்டற்ற மகிழ்ச்சி அளிக்கிறது.
— Narendra Modi (@narendramodi) January 2, 2024
திருச்சிராப்பள்ளி பாரதிதாசன் பல்கலைக்கழகத்தின் பட்டமளிப்பு விழாவின் ஒரு சில காட்சிகளை பகிர்கிறேன். pic.twitter.com/IS4ZuRPdiZ