ଜନ ଧନ ଯୋଜନା ଆରମ୍ଭ ହେବାର 6 ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମଜେଡିୱାଇ)କୁ ସଫଳ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ସେ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଆଜକୁ 6 ବର୍ଷ ତଳେ ବ୍ୟାଙ୍କ ଖାତା ନଥିବା ଜନସାଧାରଣଙ୍କୁ ବ୍ୟାଙ୍କରେ ଖାତା ଖୋଲିବା ଲକ୍ଷ୍ୟ ରଖି ଏହି ବହୁ ଆକାଂକ୍ଷିତ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରାଯାଇଥିଲା । ଏହି ପଦକ୍ଷେପ ଏକ ପରିବର୍ତ୍ତନର ବାର୍ତ୍ତାବହ ଭାବେ କାର୍ଯ୍ୟ କୋଟି କୋଟି ଜନସାଧାରଣଙ୍କ ପାଇଁ ଦାରିଦ୍ର୍ୟ ଦୂରୀକରଣର ଆଧାର ଭାବେ କାର୍ଯ୍ୟ କରିଛି ।
ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଯୋଗୁଁ ଅନେକ ପରିବାରର ଭବିଷ୍ୟତ ଆଜି ସୁଦୃଢ ହୋଇପାରିଛି । ହିତାଧିକାରୀମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଓ ଗରିବ ଲୋକ ଗ୍ରାମାଞ୍ଚଳରେ ବାସ କରନ୍ତି । ପିଏମଜେଡିୱାଇକୁ ସଫଳ କରିବା ଦିଗରେ ଯଥେଷ୍ଟ ପରିଶ୍ରମ କରିଥିବା ସମସ୍ତଙ୍କୁ ମୁଁ ସାଧୁବାଦ ଜଣାଉଛି” ।
Today, six years ago, the Pradhan Mantri Jan Dhan Yojana was launched with an ambitious aim of banking the unbanked. This initiative has been a game-changer, serving as the foundation for many poverty alleviation initiatives, benefitting crores of people. #6YearsOfJanDhanYojana pic.twitter.com/MPueAJGlKw
— Narendra Modi (@narendramodi) August 28, 2020
Thanks to the Pradhan Mantri Jan Dhan Yojana, the future of several families has become secure. A high proportion of beneficiaries are from rural areas and are women. I also applaud all those who have worked tirelessly to make PM-JDY a success. #6YearsOfJanDhanYojana pic.twitter.com/XqvCxop7AS
— Narendra Modi (@narendramodi) August 28, 2020