ଜାତୀୟ ନିଯୁକ୍ତି ସଂସ୍ଥା ଗଠନ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, “ଜାତୀୟ ନିଯୁକ୍ତି ସଂସ୍ଥା କୋଟି କୋଟି ଯୁବକମାନଙ୍କ ପାଇଁ ଏକ ବରଦାନ ଭାବେ ସାବ୍ୟସ୍ତ ହେବ । ଏକକ ଯୋଗ୍ୟତା ପରୀକ୍ଷା ମାଧ୍ୟମରେ, ଏହା ଏକାଧିକ ପରୀକ୍ଷାକୁ ଦୂର କରିବ ଏବଂ ମୂଲ୍ୟବାନ ସମୟ ତଥା ସମ୍ବଳ ମଧ୍ୟ ସଞ୍ଚୟ କରିବ । ଏହା ମଧ୍ୟ ପାରଦର୍ଶିତା ପାଇଁ ଏକ ବଡ଼ ଉତ୍ସ ହେବ” ।
The #NationalRecruitmentAgency will prove to be a boon for crores of youngsters. Through the Common Eligibility Test, it will eliminate multiple tests and save precious time as well as resources. This will also be a big boost to transparency. https://t.co/FbCLAUrYmX
— Narendra Modi (@narendramodi) August 19, 2020