ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କୋଲକାତାରେ ହୁଗୁଳି ନଦୀ ଭିତରେ ମେଟ୍ରୋ ପରିଚାଳନା ପରୀକ୍ଷଣରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“କୋଲକାତା ପାଇଁ ଭଲ ଖବର ଓ ଭାରତରେ ସାର୍ବଜନୀନ ପରିବହନ ପାଇଁ ଉତ୍ସାହଜନକ ଧାରା ।”
Great news for Kolkata and an encouraging trend for public transport in India. https://t.co/2Y0jrWEIUX
— Narendra Modi (@narendramodi) April 15, 2023