ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମରିସସରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମା ସ୍ଥାପନ କରାଯାଇଥିବାରୁ ସନ୍ତୋଷତା ପ୍ରକାଶ କରିଛନ୍ତି ଓ ଏହା ସବୁ ଭାରତୀୟଙ୍କ ପାଇଁ ଗୌରବର ବିଷୟ ବୋଲି ଉଲ୍ଲେଖ କରିଛନ୍ତି ।
ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନବିଷ ଏକ ଟୁଇଟର ପ୍ରତ୍ୟୁତରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ଏହା ଦେଖି ସମସ୍ତ ଭରତୀୟଙ୍କୁ ଗର୍ବ ଅନୁଭବ ହେଉଛି! ଛତ୍ରପତି ଶିବାଜୀ ମହାରାଜଙ୍କ ବିଚାରଧାରା ସାରା ବିଶ୍ବରେ ଗୁଞ୍ଜରିତ ହେଉଛି। ପିଏମ୍ @KumarJugnauthଙ୍କର ଗରୀମାମୟୀ ଉପସ୍ଥିତି ଏହି ଅବସରକୁ ଆହୁରି ସ୍ବତନ୍ତ୍ର କରିଛି।”
भारतीयांसाठी अभिमानाची बाब! छत्रपती शिवाजी महाराज यांचे विचार जागतिक पातळीवर पोहचत आहेत. पंतप्रधान @KumarJugnauth यांच्या स्वागतार्ह उपस्थितीने या कार्यक्रमाची शोभा आणखी वाढली आहे. https://t.co/n2Cxq9G03g
— Narendra Modi (@narendramodi) May 1, 2023
Every Indian is proud to see this! The thoughts of Chhatrapati Shivaji Maharaj reverberate globally. The august presence of PM @KumarJugnauth has made the occasion even more special. https://t.co/n2Cxq9G03g
— Narendra Modi (@narendramodi) May 1, 2023