ବେଙ୍ଗାଲୁରୁ ମେଟ୍ରୋ ପର୍ପଲ ଲାଇନର ଦୁଇ ପ୍ରମୁଖ ଷ୍ଟ୍ରେଚରେ ସେବା ଆରମ୍ଭ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ପୁରୀଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
ବେଙ୍ଗାଲୁରୁ ମେଟ୍ରୋ ପର୍ପଲ ଲାଇନର ଦୁଇ ପ୍ରମୁଖ ଷ୍ଟ୍ରେଚରେ ସେବା ଆରମ୍ଭ ହୋଇଥିବାରୁ ମୁଁ ବହୁତ ଖୁସି । ଏହା ବେଙ୍ଗାଲୁରୁ ବାସିନ୍ଦାଙ୍କ ‘ଇଜ୍ ଅଫ୍ ଲିଭିଂ’ ବା ଜୀବନ ବଞ୍ଚିବା ଆହୁରି ସୁବିଧାଜନକ କରାଇବାରେ ଆଉ ଏକ ବଡ଼ ପଦକ୍ଷେପ ।’
Absolutely delighted by the commencement of services on two key stretches of the Purple Line of the Bengaluru Metro. This marks another significant step in enhancing ‘Ease of Living’ for the residents of Bengaluru. https://t.co/CMpe0FnjiE
— Narendra Modi (@narendramodi) October 9, 2023
ಬೆಂಗಳೂರು ಮೆಟ್ರೋದ ನೇರಳೆ ಮಾರ್ಗದ ಎರಡು ಪ್ರಮುಖ ವಿಸ್ತರಣೆಗಳಲ್ಲಿ ಸೇವೆಗಳು ಪ್ರಾರಂಭವಾಗಿರುವುದು ಸಂತೋಷ ತಂದಿದೆ. ಇದು ಬೆಂಗಳೂರಿನ ನಿವಾಸಿಗಳಿಗೆ 'ಸುಲಭ ಜೀವನ' ವನ್ನು ಹೆಚ್ಚಿಸುವಲ್ಲಿ ಮತ್ತೊಂದು ಮಹತ್ವದ ಹೆಜ್ಜೆಯಾಗಿದೆ. https://t.co/CMpe0FnjiE
— Narendra Modi (@narendramodi) October 9, 2023