ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାକତୀୟ ରାମାପ୍ପା ମନ୍ଦିର ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳ ଘୋଷିତ ହେବା ଯୋଗୁଁ ଖୁସି ବ୍ୟକ୍ତ କରିଛନ୍ତି । ଏହି ଭବ୍ୟ ମନ୍ଦିର ଭ୍ରମଣ କରି ଏହାର ବିଶାଳତାର ପ୍ରତ୍ୟକ୍ଷ ଅନୁଭବ ହାସଲ ପାଇଁ ସେ ଲୋକଙ୍କୁ ନିବେଦନ କରିଛନ୍ତି ।
ୟୁନେସ୍କୋ ଟ୍ୱିଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଖୁବ ବଢିଆ! ସମସ୍ତଙ୍କୁ ବିଶେଷ କରି ତେଲେଙ୍ଗାନାବାସୀଙ୍କୁ ଶୁଭେଚ୍ଛା ଜଣାଉଛି । ପ୍ରସିଦ୍ଧ ରାମାପ୍ପା ମନ୍ଦିରରେ ମହାନ କାକତୀୟ ବଂଶର ଉତ୍କୃଷ୍ଟ କଳାକୌଶଳ ପ୍ରଦର୍ଶିତ ହୋଇଛି । ଏହି ଭବ୍ୟ ମନ୍ଦିର ଭ୍ରମଣ କରି ଏହାର ବିଶାଳତାର ପ୍ରତ୍ୟକ୍ଷ ଅନୁଭବ ହାସଲ ପାଇଁ ମୁଁ ଆପଣମାନଙ୍କୁ ନିବେଦନ କରୁଛି ।”
Excellent! Congratulations to everyone, specially the people of Telangana.
— Narendra Modi (@narendramodi) July 25, 2021
The iconic Ramappa Temple showcases the outstanding craftsmanship of great Kakatiya dynasty. I would urge you all to visit this majestic Temple complex and get a first-hand experience of it’s grandness. https://t.co/muNhX49l9J pic.twitter.com/XMrAWJJao2
🔴 BREAKING!
— UNESCO 🏛️ #Education #Sciences #Culture 🇺🇳😷 (@UNESCO) July 25, 2021
Just inscribed as @UNESCO #WorldHeritage site: Kakatiya Rudreshwara (Ramappa) Temple, Telangana, in #India🇮🇳. Bravo! 👏
ℹ️ https://t.co/X7SWIos7D9 #44WHC pic.twitter.com/cq3ngcsGy9