ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ୨୦୨୨-୨୩ରେ ଜିଇଏମ ସମୁଦାୟ ବାଣିଜ୍ୟ ମୂଲ୍ୟ ୨ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ବହୁତ ବଢିଆ! @GeM_India ଆମକୁ ଦେଶବାସୀଙ୍କ ଶକ୍ତି ଓ ଉଦ୍ୟମର ଝଲକ ପ୍ରଦାନ କରୁଛି । ବହୁ ନାଗରିକଙ୍କ ପାଇଁ ଏହା ସମୃଦ୍ଧି ଓ ଉନ୍ନତ ବଜାର ସୁନିଶ୍ଚିତ କରିଛି ।”
Excellent! @GeM_India has given us a glimpse of the energy and enterprise of the people of India. It has ensured prosperity and better markets for many citizens. https://t.co/EhDdZofBqk
— Narendra Modi (@narendramodi) March 31, 2023